"ହୋମର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Regular Character Changes
୯ କ ଧାଡ଼ି:
| nationality = ଗ୍ରୀକ
}}
'''ହୋମର''' ଯୂନାନର ଜଣେ ପ୍ରାଚୀନତମ କଵି । ତାଙ୍କ ଦ୍ଵାରାତାଙ୍କଦ୍ଵାରା ଲେଖାଯାଇଥିବା କୃତି ସବୁ ଏବେବି ସାଇତା ହୋଇ ରହିଅଛି । ସେ ନିଜ ସମୟର ସଭ୍ୟତା ତଥା ସଂସ୍କୃତିକୁ ନିଜର ଇଶ୍ଵରଦତ୍ତ କଳା ବଳରେ ମହିମା ମଣ୍ଡିତ କରିପାରିଛନ୍ତି । ଅନ୍ଧ ହୋଇ ବି ତାଙ୍କ ଦ୍ଵାରାତାଙ୍କଦ୍ଵାରା ଦୁଇଗୋଟି ଗ୍ରନ୍ଥ ରଚନା ସମ୍ଭବ ହୋଇ ଅଛି - [[ଇଲିଆଡ଼]] ଏବଂ [[ଓଡ଼େସୀ]] ।
ତାଙ୍କ ନିଶ୍ଚିତ ସମୟ ବା କାର୍ଯକାଳ ଈସା ଠାରୁ ପ୍ରାୟ ୧୦୦୦ ଵର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ତେବେ ଏ ବିଷୟରେ ପ୍ରାଚୀନ କାଳରେ ଯେତିକି ବିବାଦ ଥିଲା ଆଜି ବି ସେତିକି ଅଛି । କିଛି ଲୋକ ତାଙ୍କ ସମୟକୁ [[ଟ୍ରୋଜନ ଯୁଦ୍ଧ]] ସମୟ ସହିତ ସମ୍ଭନ୍ଧ ଥିବା କୁହନ୍ତି କିନ୍ତୁ ଏହା ନିଶ୍ଚିତ ଯେ ଇତିହାସର ଏକ ପୂରା କାଳ ହୋମର ଯୁଗ ନାମରେ ନାମିତ ଥିଲା । ୮୫୦ ଈସା ପୂର୍ବ ଠାରୁ ଟ୍ରୋଜନ ଯୁଦ୍ଧର ତାରିଖ ୧୧୯୪-୧୧୮୪ ଈସା ପୂର୍ଵ ଯାଏଁ ଲମ୍ବି ଅଛି ।
"https://or.wikipedia.org/wiki/ହୋମର"ରୁ ଅଣାଯାଇଅଛି