"ମଦର ଟେରେସା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
ଟିକେ Regular Character Changes
୨୩ କ ଧାଡ଼ି:
ମଦର ଟେରେସା, (ଜନ୍ମ: Anjezë Gonxhe Bojaxhiu; Albanian: 26 ଅଗଷ୍ଟ ୧୯୧୦ - ୫ ସେପ୍ଟେମ୍ବର ୧୯୯୭ ) ଜଣେ ଆଲବାନିଆନ - ଭାରତୀୟ ରୋମାନିଆନ କ୍ଯାଥଲିକ ନନ ଥିଲେ। ସେ ସ୍କୋପ୍ଯେଠାରେ ଜନ୍ମ ଗ୍ରହଣ କରିଥିଲେ। ମାସେଡୋନିଆରେ ୧୮ ବର୍ଷ ରହିଲା ପରେ ସେ ଆୟାରଲ୍ଯାଣ୍ଡ ଆସିଥିଲେ ଓ ମୃତ୍ୟୁ ଯାଏଁ ଭାରତରେ ରହିଥିଲେ ।
 
ଟେରେସା ନିଜ ଜୀବନ କାଳରେ ଅନେକ ସମ୍ମାନରେ ସମ୍ମାନୀତ ହେଇଥିଲେ, ସେ ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚ ଦ୍ଵାରାଚର୍ଚଦ୍ଵାରା ସନ୍ଥର ମାନ୍ୟତା ପାଇଥିଲେ ।
 
== ଆଧାର ==