"ବରାହମିହିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ Regular Character Changes
୫୬ କ ଧାଡ଼ି:
ଏକାଦଶ ଶତାବ୍ଦୀର ଆରବୀୟ ଗବେଷକ '''ଆଲବେରୁନି''' ତାଙ୍କ ରଚନାରେ ଏହି ପାଞ୍ଚଟି ଜ୍ୟୋତିର୍ବିଜ୍ଞାନୀୟ ସିଦ୍ଧାନ୍ତର ଉଲ୍ଲେଖ କରିଛନ୍ତି:
:"ସେମାନଙ୍କ(ଭାରତୀୟ) ପାଖରେ ପାଞ୍ଚଟି ସିଦ୍ଧାନ୍ତ ରହିଛି:
:* ସୂର୍ଯ୍ୟ ସିଦ୍ଧାନ୍ତ - ଲାତଦେବଙ୍କ ଦ୍ୱାରାଲାତଦେବଙ୍କଦ୍ୱାରା ସଙ୍କଳିତ,
:* ବଶିଷ୍ଠ ସିଦ୍ଧାନ୍ତ - ବିଷ୍ଣୁଚନ୍ଦ୍ରଙ୍କ ଦ୍ୱାରାବିଷ୍ଣୁଚନ୍ଦ୍ରଙ୍କଦ୍ୱାରା ସଙ୍କଳିତ,
:* ପୌଳିଷ ସିଦ୍ଧାନ୍ତ - ପୁଲିଷାଙ୍କ ଦ୍ୱାରାପୁଲିଷାଙ୍କଦ୍ୱାରା ସଙ୍କଳିତ(ଗ୍ରୀକ ଶବ୍ଦ ପୌଲିଷାରୁ ଆନୀତ),
:* ରୋମକ ସିଦ୍ଧାନ୍ତ - ଶ୍ରୀସେନଙ୍କ ଦ୍ୱାରାଶ୍ରୀସେନଙ୍କଦ୍ୱାରା ସଙ୍କଳିତ,
:* ପିତାମହ ସିଦ୍ଧାନ୍ତ
 
୭୦ କ ଧାଡ଼ି:
== ପଶ୍ଚିମୀ ଜ୍ୟୋତିଷ ଶାସ୍ତ୍ରର ପ୍ରଭାବ ==
 
ରୋମକ ସିଦ୍ଧାନ୍ତ ଓ ରୋମକ ସିଦ୍ଧାନ୍ତ ରୋମାନୀୟ ଏବଂ ଗ୍ରୀକ ଜ୍ୟୋତିଷ ଶାସ୍ତ୍ର ଦ୍ୱାରାଶାସ୍ତ୍ରଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ। କିନ୍ତୁ ଏହି ତଥ୍ୟଟି ଏକ ତର୍କର ବିଷୟ ଯେହେତୁ; ପ୍ରଥମଥର କରି ଭାରତୀୟ ବୈଦିକ ବିଚାର ବିଦେଶୀ ଜ୍ୟୋତିର୍ବିଜ୍ଞାନୀ ମାନଙ୍କୁ ଅନୁପ୍ରେରିତ କରିଥିଲା ଏବଂ ସଂଶୋଧିତ ହୋଇ ଭାରତକୁ ପୁଣିଥରେ ଆସିଥିଲା।
 
ବୃହତ-ସଂହିତାରେ ବରାହମିହିର କୁହନ୍ତି : "ଗ୍ରୀକମାନେ ବିଦେଶୀ ହେଲେ ମଧ୍ୟ ସମ୍ମାନର ଯୋଗ୍ୟ ଯେହେତୁ ସେମାନେ ଆମ ଭାରତୀୟ ବିଜ୍ଞାନରେ ଅଭୁତପୂର୍ବ ଆଗ୍ରହ ଦେଖାଇଛନ୍ତି..." (" ମ୍ଳେଚ୍ଛା ହି ୟବନଃ ତେସୁ ସମ୍ୟକ ଶାସ୍ତ୍ରମ କଦମସ୍ଥିତମ/ଋଷ୍ୱାତ ତେପି ପୂଜ୍ୟନ୍ତେ କିଂ ପୁନର୍ଦୈବାବିଧ ଦ୍ୱିଜଃ" (ବୃହତ-ସଂହିତା:୨.୧୫))