"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୫ କ ଧାଡ଼ି:
}}
 
'''ତୁଳସୀ ମୁଣ୍ଡା''' [[ଓଡ଼ିଶା]]ରେ ଜନ୍ମିତା ଜଣେ ସମାଜସେବୀ । ସେ [[ବିନୋବା ଭାବେ]]ଙ୍କ ଦ୍ୱାରାଙ୍କଦ୍ୱାରା ଆରମ୍ଭ ହୋଇଥିବା [[ଭୂଦାନ ଆନ୍ଦୋଳନ]]ରେ ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ଆଦିବାସୀ ପିଲାଙ୍କ ପାଇଁ ୨୦ରୁ ଉର୍ଦ୍ଧ୍ୱ ଆବାସିକ ବିଦ୍ୟାଳୟର ପରିଚାଳନା କରନ୍ତି ।<ref name=Book>{{cite book|last=Rai|first=Arbinda|title=Turning point|date=2016|publisher=Friend's publishers|location=cuttack|isbn=8174018638|page=247|pages=247}}</ref> ଏହି ସ୍କୁଲମାନଙ୍କରେ ୨୦୦୦୦ରୁ ଅଧିକ ଛାତ୍ର ଶିକ୍ଷାଲାଭ କରିଛନ୍ତି ।<ref name="thebetterindia">{{cite web|last=S|first=Lekshmi Priya|title=12 Interesting Facts About Tulasi Apa, the Odisha Woman Who Has Taught 20,000+ Children in 50 Years|url=http://www.thebetterindia.com/100710/tulasi-apa-eradication-of-illiteracy/|publisher=thebetterindia.com|accessdate=19 May 2017}}</ref>
 
== ପ୍ରାରମ୍ଭିକ ଜୀବନ ==
୨୧ କ ଧାଡ଼ି:
 
== ସମାଜସେବା ==
୧୯୬୩ ମସିହାରେ ସନ୍ଥ [[ବିନୋବା ଭାବେ]] ଓଡ଼ିଶା ଆସିଥିଲେ । ଅସହାୟ ଗରିବଙ୍କ ପାଇଁ ବିନୋବା ତାଙ୍କର ଜମି ଦାନ କରିଦେଇଥିଲେ । ତାଙ୍କ ଦ୍ୱାରାତାଙ୍କଦ୍ୱାରା ତୁଳସୀ ଅନୁପ୍ରେରିତ ହୋଇଥିଲେ । ଭୂଦାନ ଆନ୍ଦୋଳନ ପାଇଁ ଆୟୋଜିତ ଶାନ୍ତି ସୈନିକ ତାଲିମ ପାଇଁଁ ତୁଳସୀ [[ମଧ୍ୟ ପ୍ରଦେଶ]] ଚାଲିଯାଇଥିଲେ । ସେହିଠାରୁ ତାଙ୍କ ସମାଜସେବା ଆରମ୍ଭ ହେଲା। ସେଠାରେ ଓଡ଼ିଶାର [[ଅଣ୍ଣପୂର୍ଣ୍ଣା ଦାଶ]], [[ନିର୍ମଳା ଦେଶପାଣ୍ଡେ]]ଙ୍କ ସହ କାମ କରିଥିଲେ । ତାଲିମ ନେଇ ନିଜ ଗ୍ରାମକୁ ଫେରିବା ପରେ ଅଞ୍ଚଳର ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପିଲା ଶିକ୍ଷାର ଆଲୋକରୁ କୋଷେ ଦୂରରେ ଥିବା ସେ ଦେଖିଥିଲେ। ଓଡ଼ିଶା ଫେରିବା ପରେ ସମାଜସେବୀ [[ମାଳତୀ ଚୌଧୁରୀ]], [[ରମାଦେବୀ]], ନିର୍ମଳା ଦେଶପାଣ୍ଡେଙ୍କ ସଂଶ୍ପର୍ଷରେ ଆସିବା ପରେ ତାଙ୍କ ଜୀବନର ଦିଗରେ ପରିବର୍ତ୍ତନ ହୋଇଥିଲା। ଯୋଡ଼ା, ବଡ଼ବିଲ ଅଞ୍ଚଳର ଖଣିରେ କରୁଥିବା ଶ୍ରମିକମାନଙ୍କ ପିଲାମାନେ ଅର୍ଥାଭାବରୁ ପାଠପଢ଼ି ପାରୁନଥିଲେ। ଏହି ପିଲାମାନଙ୍କୁ ନିଃଶୁଳ୍କ ପାଠ ପଢ଼ାଇବା ପାଇଁଁ ସେ ସ୍ଥିର କରିଥିଲେ । ୧୯୬୪ ମସିହୋର ସ୍କୁଲ ଆରମ୍ଭ ହୋଇଥିଲା । [[ଉତ୍କଳ ନବଜୀବନ ମଣ୍ଡଳ]], [[ଉତ୍କଳ ସବୋଦୟ ମଣ୍ଡଳ]], [[ଗାନ୍ଧୀ ସ୍ମାରକ ନିଧି]], [[ବନବାସୀ ସେବା ସମିତି]], [[ଜନସଚେତନା ମଣ୍ଡଳ]], [[ମା' ରମାଦେବୀ ଗ୍ରାମ ସଂଗଠନ]] ଓ [[ରେଡକ୍ରସ]] ସହ ତୁଳସୀ କାମ କରଛନ୍ ତି। ଆନ୍ତର୍ଜାତୀୟ ସ୍ତରରେ ଆମେରିକାର [[ଇଣ୍ଡିଆ ଲିଟେରାସି ପ୍ରୋଜେକ୍ଟ୍]], [[ଜର୍ମାନୀ ଇ.ଜେଡ୍‌.ଇ]] ସଂସ୍ଥା ଓ [[ସୁଇଡେନ୍‌ ଆଲବମ୍‌]] ସଂସ୍ଥା ସହ ସେ କାମ କରିଛନ୍ତି ।<ref>{{cite news|url=http://jewelsofindia.blogspot.in/2012/08/tulasi-munda-orissa.html}}</ref>
 
==ଆଦିବାସୀ ବିକାଶ ମଞ୍ଚ==
୨୮ କ ଧାଡ଼ି:
== ପୁରସ୍କାର ==
[[File:Tulasi Munda 2.jpg|thumb|"ରଙ୍ଗମଞ୍ଚ" ତରଫରୁ ସମ୍ବର୍ଦ୍ଧିତ ହେଉଥିବା ବେଳେ ତୁଳସୀ ମୁଣ୍ଡା ।]]
* ୧୯୮୧ ମସିହାରେ ସମାଜ ସେବା ପାଇଁଁ ବରପାଲି ମ୍ୟୁନିସିପାଲଟି ଦ୍ୱାରାମ୍ୟୁନିସିପାଲଟିଦ୍ୱାରା ସମ୍ମାନିତ।
* ୧୯୯୭ ମସିହାରେ ସାହିତ୍ୟ ସଂସ୍କୃତି ପରିଷଦ, ଯୋଡ଼ା ଦ୍ୱାରା ସମ୍ମାନିତ।
* ୧୯୯୮ ମସିହାରେ ଭାରତୀୟ ଆଦିମଜାତି ସେବା ସଂଘ ଦ୍ୱାରାସଂଘଦ୍ୱାରା ସମ୍ମାନିତା
* ୧୯୯୯ ମସିହାରେ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଦ୍ୱାରାଗମାଙ୍ଗଙ୍କଦ୍ୱାରା ସ୍ୱାଭିମାନ ସମ୍ମାନ
* ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସାହାସୀ ମହିଳା ସମ୍ମାନ-୨୦୦୦
* ୨୦୦୧ ମସିହାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ
* ୨୦୦୮ ମସିହାରରେ କାଦମ୍ବିନୀ ସମ୍ମାନ
* ୨୦୦୯ ମସିହାରେ ନୂଆଦିଲ୍ଲୀରେ ଲକ୍ଷ୍ମୀପାଟ ସିଘାଂଣିଆ ନ୍ୟାସନାଲ ଲିଡରସିପ୍ ସମ୍ମାନ
* ୨୦୧୧ ମସିହାରେ ସମାଜସେବା ଉତ୍କୃଷ୍ଟତା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରାସରକାରଙ୍କଦ୍ୱାରା ଓଡ଼ିଶା ଲିଭିଂ ଲେଜେଣ୍ଡ୍ ସମ୍ମାନ
* ୨୦୧୪ ମସିହାରେ ସିଏନ୍‌ଏନ୍‌ ଆଇବିଏନ୍‌ଠାରୁ ସିନିୟର ସିଟିଜେନ୍‌ ଆଓ୍ବାର୍ଡ
<ref>{{cite news|url=http://www.kendujhar.nic.in/tulasif.htm}}</ref>