"ଗାଲୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ Regular Character Changes
୨୫ କ ଧାଡ଼ି:
 
<!-- ରୋଗାନୁଶୀଳନ ଓ ଇତିହାସ -->
ପ୍ରତିବର୍ଷ ଟିକା ନେଇ ନ ଥିବା ଜନସଂଖ୍ୟାର 0.୧ % to ୧ % ଲୋକଙ୍କର ଏହି ରୋଗ ହୁଏ । <!-- <ref name=WHO2007/> --> ବିସ୍ତୀର୍ଣ୍ଣ ଅଞ୍ଚଳରେ ଟିକାଦାନ ଦ୍ୱାରାଟିକାଦାନଦ୍ୱାରା ଏହି ରୋଗ ୯୦ % କମିଯାଇଛି&nbsp;। <!-- <ref name=WHO2007/> --> ବିକାଶଶୀଳ ଦେଶମାନଙ୍କରେ ଟିକା ଅଳ୍ପ ଦିଆଯାଉଥିବା ସ୍ଥାନମାନଙ୍କରେ ଏହି ରୋଗ ଅତି ସାଧାରଣ । <ref>{{cite book|last1=Junghanss|first1=Thomas|title=Manson's tropical diseases.|date=2013|publisher=Elsevier/Saunders|location=Oxford|isbn=9780702053061|page=261|edition=23rd edition|url=https://books.google.ca/books?id=GTjRAQAAQBAJ&pg=PA261}}</ref> ଟିକାଦାନ ହୋଇଥିବା ଅଞ୍ଚଳରେ ମଧ୍ୟ ଏହି ରୋଗ ହୋଇପାରେ । <ref name=Hviid2008/> ଟିକାଦାନ ପୂର୍ବରୁ ପୃଥିବୀରେ ଏହା ଅତି ସାଧାରଣ [[ଶୈଶବ ରୋଗ]] ଥିଲା । <!-- <ref name=WHO2007/> --> ପ୍ରତ୍ୟେକ ୨ରୁ ୫ ବର୍ଷରେ ଏହି ରୋଗ ବ୍ୟାପକ ଆକାର ଧାରଣ କରୁଥିଲା । <!-- <ref name=WHO2007/> --> ପାଞ୍ଚରୁ ନଅ ବର୍ଷ ବୟସର ପିଲାଙ୍କୁ ଅଧିକ ହେଉଥିଲା । <ref name=WHO2007/> ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାକ୍ ବିଂଶ ବୟସର ଲୋକ ଅଧିକ ଆକ୍ରାନ୍ତ ହେଉଥିଲେ । <ref name=Hviid2008/> ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷ ସାରା ଏହି ରୋଗ ହୁଏ; ଉତ୍ତର ଓ ଦକ୍ଷିଣ ଇଲାକାରେ ଶୀତ ଓ ବସନ୍ତ ଋତୁରେ ଅଧିକ ହୁଏ । <ref name=WHO2007/> ଖ୍ରୀ:ପୂ:&nbsp;୫ମ ଶତାବ୍ଦୀରେ [[ହିପୋକ୍ରେଟ]] ଏହି ରୋଗର ବର୍ଣ୍ଣନା କରିଥିଲେ । <ref name=Pink2012>{{cite book|last1=Atkinson|first1=William|title=Mumps Epidemiology and Prevention of Vaccine-Preventable Diseases|date=May 2012|publisher=Public Health Foundation|isbn=9780983263135|pages=Chapter 14|edition=12|url=http://www.cdc.gov/vaccines/pubs/pinkbook/mumps.html}}</ref>
 
== ଆଧାର ==
"https://or.wikipedia.org/wiki/ଗାଲୁଆ"ରୁ ଅଣାଯାଇଅଛି