"କେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ Regular Character Changes
୧୮ କ ଧାଡ଼ି:
 
[[file:HairFollicle2.jpg|right|thumb|250px|ଶରୀରର ଏକ ଯୋଜନା ମୂଳକ ଚିତ୍ର]]
[[ସୂର୍ଯ୍ୟ କିରଣ]] ଦ୍ୱାରା ବହୁ ଅସ୍ଥାୟୀ ରୂପେ ଚନ୍ଦା ହୋଇଯା'ନ୍ତି । ଶେଷରେ [[ସ୍ନାବି ଗ୍ରନ୍ଥ]]ର ସ୍ନାବର କମିୟତା , [[ବଂଶଗତ]] କାରଣ ତଥା ଜିନ ଦ୍ୱାରାଜିନଦ୍ୱାରା ମଧ୍ୟ କେଶ ଝଡ଼ିଥାଏ । ଅପୁଷ୍ଟିକ ଖାଦ୍ୟର ଅଭାବରେ କେଶ ଶୁଷ୍କ ଏବଂ ଅସ୍ପଷ୍ଟ (dull) ହୋଇ କିଛି ଝଡିପାରେ , କିନ୍ତୁ ସାମାନ୍ୟ ଚନ୍ଦାପଣର ଏହା କାରଣ ନୁହେଁ ।
 
==କେଶର ରଙ୍ଗ==
୩୬ କ ଧାଡ଼ି:
[[ଉତ୍ତର ୟୁରୋପୀୟ]]ମାନଙ୍କ କେଶର ରଙ୍ଗ ଫିକା ହୋଇଥାଏ ଏବଂ [[ଦକ୍ଷିଣ ୟୁରୋପୀୟ]]ମାନଙ୍କ କେଶ ଗାଢା ହୋଇଥାଏ । ସାଧାରଣତଃ ସିଧା କେଶ ଅଧିକ ଲମ୍ବା ହୋଇଥାଏ ଏବଂ କୁଞ୍ଚିତ କେଶ କମ ଲମ୍ବା ହୋଇଥାଏ । ଲେହେରଦାର କେଶର ସ୍ଥାନ ମଧ୍ୟମ ଅଟେ । [[ଅଷ୍ଟ୍ରେଲିୟନ]] ଏବଂ ଟୈସମୈନିଙ୍କ ଶରୀରରେ ସବୁଠୁ ଅଧିକ କେଶ ରହିଥାଏ । ପୀତ ଜାତିୟଙ୍କ ଶରୀରରେ ସବୁଠାରୁ କମ କେଶ ରହିଥାଏ । କିଛି ପୀତ ଜାତିର ଲୋକମାନଙ୍କର ଦାଢ଼ି ମଧ୍ୟ କୋଚିତ ଥାଏ ।
 
କେଶର ସୁନ୍ଦରତା ବହୁ କିଛି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ । [[ମୁଣ୍ଡବଳ୍କ]] (scalp)ର ସ୍ୱଚ୍ଛତା ୠଧିର ପରିସଞ୍ଚାରଣ ଉପରେ ନିର୍ଭର କରେ । ଯଦି ୠଧିର ପରିସଞ୍ଚାରଣରେ କିଛି ବଧ ପହଞ୍ଚେ ତ , କେଶକୁ କିଛିବି ପୋଷଣ ମିଳେନାହିଁ । ଏହାଦ୍ୱାରା କେଶ ଦୁର୍ବଳ ଏବଂ ଆଭାହୀନ ହୋଇପଡେ । ସୁସ୍ଥ ରହଣ-ସହଣ , ବାହାର କସରତ , ଉପଯୁକ୍ତ ଆହାର କିମ୍ବା ମାନସିକ ସୁଖଶାନ୍ତି କେଶର ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟରେ ବିଶେଷ ପ୍ରଭାବ ପଡିଥାଏ । ମୁଣ୍ଡବଳ୍କକୁ ପ୍ରତିଦିନ ଅତି କମରେ ଗୋଟିଏ ଥର ଥାପିକରି ମାଲିଶ କରିବା ଭଲ ଅଟେ । ମୁଣ୍ଡକୁ କୁଣ୍ଡାଇବାରେ ମଧ୍ୟ ତାହାର ମାଲିଶ ହୋଇଯାଏ । ଏହାଦ୍ୱାରା ମୁଣ୍ଡବଳ୍କରେ ୠଧିର ପରି ସଞ୍ଚାରଣ ହେବା ଦ୍ୱାରାହେବାଦ୍ୱାରା କେଶ କୋମଳ ଏବଂ ଚମକଦାର ହୋଇଯାଏ ।
 
*କେଶର ବିଶେଷତଃ :
"https://or.wikipedia.org/wiki/କେଶ"ରୁ ଅଣାଯାଇଅଛି