"କେନ୍ଦ୍ରାପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ no summary specified
ଟିକେ Regular Character Changes
୧୦୩ କ ଧାଡ଼ି:
 
== ଗମନାଗମନ ==
କେନ୍ଦ୍ରାପଡ଼ା ସହରକୁ ଗମନା ଗମନ ପାଇଁ ସଡକ ପଥ ହିଁ ଏକମାତ୍ର ପନ୍ଥା । ଭୁବନେଶ୍ୱର ଓ କଟକରୁ ବସ ଦ୍ୱାରାବସଦ୍ୱାରା ଯଥାକ୍ରମେ ତିନି ଓ ଦୁଇ ଘଂଟାରେ ପହଂଚି ହେବ। ଏହାବାଦ ବନ୍ଦର ସହର ପାରାଦୀପରୁ ଏକ ଘଣ୍ଟା ମଧ୍ୟରେ ପହଂଚି ହେବ ।
 
== ପର୍ଯ୍ୟଟନ ସ୍ଥଳ ==
[[File:Kanika Rajabaati 3.JPG|thumb|କେନ୍ଦ୍ରାପଡାର ରାଜକନିକା ରାଜପ୍ରାସାଦ]]
[[ଫାଇଲ:Baladevjew Temple, Ichhapur, Kendrapara district, Odisha..JPG|thumb|ବଳଦେବଜୀଉ ଦେଉଳ, ଇଚ୍ଛାପୁର]]
'କେନ୍ଦ୍ରାପଡ଼ା ଜିଲ୍ଲା'ରେ ରାଜ୍ୟସରକାରଙ୍କ ଦ୍ଵାରାରାଜ୍ୟସରକାରଙ୍କଦ୍ଵାରା ମାନ୍ୟତାପ୍ରାପ୍ତ ୧୩ଟି ପର୍ଯ୍ୟଟନ ସ୍ଥଳ ରହିଛି ।<ref>{{cite news|title=ପର୍ଯ୍ୟଟନ ମାନଚିତ୍ରରେ ସାମିଲ ବତିଘର, ହୁକିଟୋଲା|url=http://www.dharitri.com/Bhubaneswar/281116/p8.htm|accessdate=28 November 2016|newspaper=ଧରିତ୍ରୀ}}</ref> ସେଥିମଧ୍ୟରୁ କେତେକ ପର୍ଯ୍ୟଟନ ସ୍ଥଳ ହେଉଛି: ଶ୍ରୀ ବଳଦେବଜୀଉ ମନ୍ଦିର, ଗହିରମଥା, ତାଳଚୁଆ ଜେଟୀ, ପେଣ୍ଠ, ବରୁଣେଇ ମୁହାଣ ଇତ୍ୟାଦି
* [[ବଳଦେବଜୀଉ ମନ୍ଦିର]], ଇଚ୍ଛାପୁର
* [[ଭିତରକନିକା ଜାତୀୟ ଉଦ୍ୟାନ]], ରାଜନଗର