"କୁଚିପୁଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ନୃତ୍ୟ using HotCat
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Kuchipudi}}
[[File:Kuchipudi Dance Uma Muralikrishna.jpg|right|thumb|250px|କୁଚିପୁଡ଼ି ପରିବେଷଣ କରୁଥିବା ଜଣେ ନର୍ତ୍ତକୀ]]
କୁଚିପୁଡ଼ି ନୃତ୍ୟ [[ଭାରତ|ଭାରତର]] ଏକ ଲୋକପ୍ରିୟ ନୃତ୍ୟ । ଏହା ଏକ ଶାସ୍ତ୍ରୀୟ ନୃତ୍ୟ । ପ୍ରଥମେ ଏହା ଦକ୍ଷିଣ ଭାରତ [[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ର ପ୍ରଦେଶର]] କୁଚିଲାପୁରମ୍ ଗ୍ରାମରେ ଆରମ୍ଭ ହୋଇଥିଲା । କୁଚିଲାପୁରମ୍ ଗ୍ରାମର ନାମ ଅନୁସାରେ ଏହି ନୃତ୍ୟର ନାମ ‘କୁଚିପୁଡ଼ି’ ରଖାଯାଇଛି । ଏହି ନୃତ୍ୟ ପାଇଁ କେରଳ ପ୍ରସିଦ୍ଧ । ଏହି ନୃତ୍ୟ ହିନ୍ଦୁ ଧର୍ମ ବିଷୟ ଆଧାରରେ ପରିବେଷଣ କରାଯାଏ । ଏହା ଏକ ଧାର୍ମିକ ନୃତ୍ୟ । ଧାର୍ମିକ ଗୀତର ତାଳେ ତାଳେ ଏହି ନୃତ୍ୟ ହୋଇଥାଏ । ଏହା ମଧ୍ୟ ଭାରତନାଟ୍ୟମ୍ ଭାବେ ଖ୍ୟାତି ଅର୍ଜନ କରିଛି । ଏହା ପ୍ରଥମେ ପୁରୁଷଙ୍କ ଦ୍ୱାରାପୁରୁଷଙ୍କଦ୍ୱାରା ଆରମ୍ଭ ହୋଇଥିଲା । ପ୍ରଥମେ ପୁରୁଷମାନେ ମିଳିତ ହୋଇ ଏପରି ନୃତ୍ୟ ଆରମ୍ଭ କରିଥିଲେ । ପରେ କିନ୍ତୁ ମହିଳାମାନେ ଏହି ନୃତ୍ୟରେ ସାମିଲ୍ ହେଲେ । ଗୀତଗୋବିନ୍ଦ, ରାମାୟଣ, ପୁରାଣ, କୃଷ୍ଣଲୀଳା ଉପରେ ଭିନ୍ନ ଭିନ୍ନ ଗୀତରେ ଏହି ନୃତ୍ୟ ପରିବେଷଣ କରାଯାଏ । <ref>ପ୍ରମେୟ, ପୃଷ୍ଠା-୨, ବୁଧବାର, ୫ଜୁନ୍ ୨୦୧୩ </ref>
==ଆଧାର==
{{ଆଧାର}}