"ଅଥୀନା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- କୁ +କୁ ) |
ଟିକେ Regular Character Changes |
||
୩୨ କ ଧାଡ଼ି:
===ଅନ୍ୟାନ୍ୟ କିମ୍ୱଦନ୍ତୀ===
ଅନ୍ୟ କିଛି କିମ୍ୱଦନ୍ତୀ ଅନୁସାରେ ଅଥୀନା ଅଲମ୍ପସ୍ ବାହାରେ ଜନ୍ମ ହେଲେ ଓ ଦେବତା
===କୁମାରୀ ଅଥୀନା===
୬୪ କ ଧାଡ଼ି:
ଗୋଟିଏ କିମ୍ୱଦନ୍ତୀ ଅନୁସାରେ ପିଲିୟସ୍ ଓ ଥେଟିସ୍ଙ୍କ ବିବାହକୁ ସବୁ ମନୁଷ୍ୟ ଓ ଦେବଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା କେବଳ କଳିର ଦେବୀ ଏରିସ୍ଙ୍କ ଛଡା । ଏଥିରେ ଈର୍ଷାନ୍ୱିତ ହୋଇ ଏରିସ୍ ଗୋଟିଏ ସୁନା ସେଓରେ ’ସବୁଠୁ ସୁନ୍ଦରୀଙ୍କ ପାଇଁ’ ଲେଖି ସେଇ ବିବାହ ଭୋଜିରେ ସବୁ ଦେବୀମାନଙ୍କ ଭିତରେ ଫିଙ୍ଗିଦେଲେ । ସେଉଟି ଲାଗି ଦେବୀ ଆଫ୍ରୋଡାଇଟି, ହେରା ଓ ଅଥୀନାଙ୍କ ଭିତରେ କଳି ଲାଗିଲା ।
ଝଗଡାର ସମାଧାନ ଲାଗି ସେମାନେ ଦେବରାଜ ଜିଉସ୍ଙ୍କ ପାଖକୁ ଗଲେ । ତେବେ ଏ କଥାରେ ମୁଣ୍ଡ ପୁରାଇବା ବିଷମ ହେବ ଜାଣି ଜିଉସ୍ ସେମାନଙ୍କୁ ଟ୍ରୟର ରାଜକୁମାର ପ୍ୟାରିସ୍ଙ୍କ ପାଖକୁ ପଠାଇଲେ । ତିନି ଦେବୀ ଟ୍ରୟ ନଗରୀ ଥିବା ଇଡା ପର୍ବତର ଝରଣାରେ ସ୍ନାନ କରି ପ୍ୟାରିସ୍ଙ୍କ ପାଖକୁ ଆସିଲେ । କିଏ ସୁନ୍ଦରୀ ବିଚାର କରିବା ଲାଗି ପ୍ୟାରିସ୍ଙ୍କ ଇଚ୍ଛାନୁସାରେ ସେମାନେ ନିର୍ବସ୍ତ୍ର ମଧ୍ୟ ହେଲେ । ତଥାପି ପ୍ୟାରିସ୍ ସ୍ଥିର କରି ପାରିଲେ ନାହିଁ । ତାଙ୍କୁ କରାୟତ୍ତ କରିବା ଲାଗି ତିନିଜଣ ଲାଞ୍ଚ ଦେବାର ଉପକ୍ରମ କଲେ । ହେରା ତଙ୍କୁ ସମଗ୍ର ଏସିଆ ଓ ଇଉରୋପର ଶାସନ ଯାଚିଲେ ତ ଅଥୀନା ତାଙ୍କୁ ବୁଦ୍ଧି, ଖ୍ୟାତି ଓ ଯୁଦ୍ଧରେ ବିଜୟ ଯାଚିଲେ । ତେବେ ଆଫ୍ରୋଡାଇଟି ତାଙ୍କୁ କହିଲେ ସେ ଯଦି ଜିତନ୍ତି ତା ହେଲେ ପ୍ୟାରିସ୍ଙ୍କୁ ପୃଥିବୀର ସବୁଠୁ ସୁନ୍ଦର ପତ୍ନୀ ମିଳିବ । ଏଥିରେ ଭଳିଯାଇ ପ୍ୟାରି ଆଫ୍ରୋଡାଇଟିଙ୍କୁ ବାଛିଲେ । ଦୁର୍ଭାଗ୍ୟବଶତଃ ପ୍ୟାରିସ୍ଙ୍କ ଭାଗ୍ୟରେ ଥିବା ସେ ସୁନ୍ଦରୀ ଜଣକ ଥିଲେ ହେଲେନ୍ ଯିଏ ପୂର୍ବରୁ ହିଁ ସ୍ପାର୍ଟାର ରାଜା ମେନେଲାଉସ୍ଙ୍କୁ ବିବାହ କରିଥିଲେ । ହେରା ଓ ଅଥୀନା ହାରିବା ରାଗରେ
===ଆରାକ୍ନେର ଲୋକକଥା===
|