"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ , - କୁ +କୁ )
ଟିକେ Bot: Automated text replacement (- ଟି +ଟି )
୧୩୧ କ ଧାଡ଼ି:
ଜାନୁଆରୀ ୨୦୧୫ ମସିହାରେ ହ୍ଵାଟ୍ସଆପ ତାର ଏକ ନୂତନ ରୂପକୁ ଦେଖିବାକୁ ମିଳିଥିଲା । ଏହା ଥିଲା ତାର କଥା କହିବା ସୁବିଧା ଦେବାର ରୂପ ଏବଂ ଏହା ବହୁତ ପ୍ରସିଦ୍ଧି ମଧ୍ୟ ଲାଭ କଲା ।
 
ମଲ୍ଟିମିଡ଼ିଆ ବାର୍ତ୍ତା ପଠାଇଲେ ସେ ଛବି ବା ଭିଡିଓଟି ପ୍ରଥମେ ଏକ ଏଚ ଟିଏଚଟି ଟି ପି ପହଞ୍ଚିଥାଏ ଏବଂ ତାପରେ ସେହି ଛବି ବା ବାର୍ତ୍ତାରର ଏକ ଲିଙ୍କ ଏବଂ ଥମ୍ବନେଲଟି ଅନ୍ୟ ଦୂରଭାଷ ଯନ୍ତ୍ରକୁ ପହଞ୍ଚିଥାଏ । ତାହା ସେହି ଆକାରରେ ରହିପାରିବ ବା ଯଦି ଆମେ ଚାହିଁବା ତେବେ ତାକୁ ଡାଉନଲୋଡ କରି ମଧ୍ୟ ଦେଖି ପାରିବା ।
 
ଦୁଇ ଜଣ ବା ତା ଠାରୁ ଅଧିକ ବ୍ୟବହାରକାରୀଙ୍କ ପାଖକୁ ଏକାସହିତ ବାର୍ତ୍ତା ପଠେଇବାପାଇଁ ହ୍ଵାଟ୍ସଆପ "ସାଇତିବା ଓ ପ୍ରେରଣ କରିବା କୌଶଳ"ର ସାହାଯ୍ୟ ନେଇଥାଏ । ଏହି ବାର୍ତ୍ତା ପ୍ରଥମେ ହ୍ଵାଟ୍ସଆପର ସର୍ଭରକୁ ଯାଏ ଓ ତା ପରେ ଅନ୍ୟ ଦୂରଭାଷ ଯନ୍ତ୍ରକୁ ପହଞ୍ଚିଥାଏ ।