"ହାତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ଠାରେ +ଠାରେ , - କୁ +କୁ )
୨୦ କ ଧାଡ଼ି:
| DorlandsID =
}}
ହାତ ଗୋଟିଏ ଗ୍ରହି, ଏକଧିକ [[ଅଙ୍ଗୁଳି]] ବିଶିଷ୍ଟ୍ ବାହୁର ଅଗ୍ର ଭାଗରେ ଅବସ୍ଥପିତ ଅଙ୍ଗ ଅଟେ | ଏହା [[ମନୁଷ୍ୟ]], ଚିମ୍ପାଜୀ ଏବ୍ଂ ମାଙ୍କଡ ଆଦିଙ୍କଠାରେ ଦେଖାଜାଏ | ଅନ୍ୟ କିଛି ମେରୁଦନ୍ଡି ପ୍ରାଣି ଜେମିତିକି କୋଆଲା ଠାରେକୋଆଲାଠାରେ ମଧ୍ୟ ଦେଖାଜାଏ |
 
ଅଙ୍ଗୁଳି ସର୍ବାଧିକ ଶେଷସ୍ନାୟୁ ଧାରଣ କରିଥିବା ଅଙ୍ଗ ଅଟେ | ସବୁଠାରୁ ଅଧିକ ଅବସ୍ଥାପିତ ବଳ ଏହା ଧାରଣ କରିଥାଏ | ଏଣୁ ଏହା ଛୁଇନବା ଈନ୍ଦିୟ ସହ ଜଡିତ | ପ୍ରତେକ ହାତ ଏହାର ବିପରିତ ମଷ୍ତିଷ୍କ ସହ ଜଡିତ |
 
ମନୁଷ୍ୟ ହତରେ ପାଞ୍ଚଗୋଟି ଅଙ୍ଗୁଳି ଓ ସତାଇସ ଟି ଅସ୍ତି, ସେସ୍ମୈଡ୍ ଅସ୍ତିକୁ ଛାଡି ଜାହାକି ବିଭିନ୍ନ ମନୁଷ୍ୟ ଠାରେମନୁଷ୍ୟଠାରେ ଭିନ୍ନ ଭିନ୍ନ ଅଟେ | ଚଉଦଟି ଫାଲାଙ୍ଗସ ଅଟେ | ମେଟାକାର୍ପେଟାଲ୍ ଅସ୍ତି ଅଙ୍ଗୁଳି କୁଅଙ୍ଗୁଳିକୁ ଓ କାର୍ପାଲ୍ କଟି ଦେସକୁ ସଞ୍ଜୋଗ କରେ | ପ୍ରତେକ ମନୁଷ୍ୟର ପାଞ୍ଚଟି ମେଟାକାର୍ପାଲ୍ ଓ ଆଠଟି କାର୍ପାଲ୍ ଅସ୍ଟି ଅଛି |
 
=== ଗଠନ ===
୩୦ କ ଧାଡ଼ି:
ବହୁତ ଗୁଡିଏ ଜନ୍ତୁମାନଙ୍କର ହାତ ସମାନ ଧରିବା ପାଇ ପଞ୍ଝା ଥାଏ | କିନ୍ତୁ ଏହକୁ ବୈଗ୍ୟାନିକ ଭାଷାରେ ହାତ ସମାନ ଗଣା ଜାଏ ନାହି |
 
ବଣ ମଣିଷ ଓ ମାଙ୍କଡ ମାନଙ୍କର ଚାରଟି ହାତ ଅଛି ବୋଲି ଧରା ଜାଏ କାରଣ ତାଙ୍କର ଗୋଡ ଦୁଇ କୁଦୁଇକୁ ମଧ୍ୟ ହାତ ହିସାବରେ ଗଣାଜାଏ | ହାତରେ ବ୍ରୁଧ ଅଙ୍ଗୁଳି ରହିବା ଆବସ୍ୟକ |
 
ପାପୁଲି ହାତର ମଧ୍ୟଭାଗରେ ଅବସ୍ଥିତ | ଏଠାରେ ଥିବ ଚର୍ମରେ ଚର୍ମକୁଞ୍ଚନ ଘର୍ଷଣ ବଳ ବଢାଇ ଥାଏ ଜାହାଦ୍ଵାର କୌଣସି ପଦାର୍ଥ କୁପଦାର୍ଥକୁ ଧାରଣ କରିବାରେ ସାହାର୍ୟ କରେ |
 
ପାଞ୍ଚ ଆଙ୍ଗୁଳିର ନାମ ଗୁଡିକ
୪୭ କ ଧାଡ଼ି:
 
=== ମାନ୍ସପେଶି ===
ହାତର ମାନ୍ସପେଶି କୁମାନ୍ସପେଶିକୁ ମୁଖ୍ୟତ ଦୁଇ ଭାଗରେ ବିଭକ୍ତ କରା ଜାଏ : ବାହାର ଓ ଭିତର ମନ୍ସପେସି |
"https://or.wikipedia.org/wiki/ହାତ"ରୁ ଅଣାଯାଇଅଛି