"ସାକ୍ଷୀ ମଲିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
୧ କ ଧାଡ଼ି:
'''ସାକ୍ଷୀ ମାଲିକ''', (ଜନ୍ମ ୩  ସେପ୍ଟେମ୍ବର ୧୯୯୨ ) ଜଣେ ଭାରତୀୟ ଫ୍ରି ଷ୍ଟାଇଲ ମହିଳା କୁସ୍ତିବିଦ । ସେ ପ୍ରଥମ ଭାରତୀୟ ମହିଳା ଭାବରେ ଏକ ଗ୍ରୀଷ୍ମକାଳୀନ ଅଲିମ୍ପିକରେ ପଦକ ପ୍ରାପ୍ତ ହେଇଥିଲେ । ସେ ଏହି ବିରଳ କୃତି ୨୦୧୬ ମସିହାରେ [[ବ୍ରାଜିଲ]]ର ରିଓ ଠାରେରିଓଠାରେ ହେଇଥିବା ଅଲିମ୍ପିକ କ୍ରିଡାରେ ୫୮ କିଲୋଗ୍ରାମ ବର୍ଗର ମହିଳା ଫ୍ରିଷ୍ଟାଇଲ କୁସ୍ତିରେ ହାସଲ କରିଥିଲେ । ଏହା ବ୍ୟତୀତ ସେ [[ଭାରତ]]ର ଅଲିମ୍ପିକରେ ମେଡାଲ ହାସଲ କରିଥିବା ଚତୁର୍ଥ ମହିଳା ହେଇଥିଲେ । <ref>{{cite web | url=http://timesofindia.indiatimes.com/sports/rio-2016-olympics/india-in-olympics-2016/wrestling/Rio-Olympics-Wrestler-Sakshi-Malik-wins-Indias-first-bronze-medal-in-58kg-freestyle/articleshow/53747938.cms | title=Rio Olympics: Wrestler Sakshi Malik wins India's first medal - bronze in 58kg freestyle | publisher=[[The Times of India]] | date=18 August 2016 | accessdate=18 August 2016}}</ref><ref>{{cite web | url=http://www.bbc.com/news/world-asia-india-37103450 | title=Rio 2016: Sakshi Malik, the female wrestler who got India's first medal | publisher=[[BBC]] | accessdate=18 August 2016}}</ref>  ସେ ବିନେଶ ଫୋଗତ , [[ବବିତା କୁମାରୀ]] ଓ[[ ଗୀତା ଫୋଗତ]]ଙ୍କ ସହ JWS କ୍ରିଡା ଉତ୍କର୍ଷତା କାର୍ଯ୍ୟକ୍ରମରେ ରହିଛନ୍ତି । <ref name="JSW Sports Excellence Program">[http://www.jsw.in/sports/wrestling JSW Sports Excellence Program], additional.</ref>
 
ଅଲିମ୍ପିକ ବ୍ୟତୀତ ସେ ୨୦୧୪ କମନୱେଲ୍ଥ ଗେମରେ ରୌପ୍ୟ ଓ ୨୦୧୫ ମସିହାରେ  ଦୋହାରେ ହେଇଥିବା ଏସୀୟ କୁସ୍ତି ଚମ୍ପିୟାନଶିପରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ । <ref name="SAKSHI MALIK">{{cite web|title=SAKSHI MALIK|url=http://g2014results.thecgf.com/athlete/wrestling/1022441/s_malik.html|publisher=[[Commonwealth Games Federation]]|accessdate=7 March 2016}}</ref><ref>{{Cite web|title = Commonwealth Games 2014: Sakshi Malik Gets Silver in Women's 58kg Freestyle Wrestling|url = http://sports.ndtv.com/commonwealth-games-2014/news/227599-commonwealth-games-2014-sakshi-malik-gets-silver-in-women-s-58kg-freestyle-wrestling|website = NDTVSports.com|accessdate = 2015-10-27|date = 2014-07-30}}</ref>
୮ କ ଧାଡ଼ି:
ପେଷାଦାର କୁସ୍ତିରେ ସାକ୍ଷୀଙ୍କ ପ୍ରଥମ ଆନ୍ତର୍ଜାତିକ ସଫଳତା ୨୦୧୦ ମସିହା ବିଶ୍ଵ ଜୁନିଅର ଚମ୍ପିୟାନଶିପରେ ହେଇଥିଲା ଓ ସେ ସେଥିରେ ୫୮ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ପାଇଥିଲେ । <ref name="th1">{{cite web|url=http://www.thehindu.com/sport/other-sports/sakshi-malik-from-haryana-to-rio/article9000165.ece|title=Sakshi Malik: From Rohtak to Rio|date=18 August 2016|publisher=The Hindu|accessdate=18 August 2016}}</ref>  ୨୦୧୪ ମସିହାରେ ସେ ଦାଭେ ସ୍କୁଲ୍ଜ ଆନ୍ତର୍ଜାତିକ ମହିଳା କୁସ୍ତି ପ୍ରତିଯୋଗୀତାରେ  ସେ ୬୦ କିଲୋଗ୍ରାମ ବର୍ଗରେ ଭାଗ ନେଇ ସ୍ଵର୍ଣ ପଦକ ପାଇଥିଲେ । 
 
୨୦୧୪ ମସିହା ଗ୍ଲାସଗୋ ଠାରେଗ୍ଲାସଗୋଠାରେ ହେଇଥିବା କମନୱେଲ୍ଥ କ୍ରିଡାରେ ସେ ଚମତ୍କାର ପ୍ରଦର୍ଶନ ଜରିଆରେ ଫାଇନାଲ କୁଫାଇନାଲକୁ ପହଞ୍ଚି ଥିଲେ । ସେଥିରେ ସେ ହଋ ଯାଇ ରୌପ୍ୟ ପଦକ ପାଇଥିଲେ ।<ref>{{Cite web|title = Glasgow 2014 - Sakshi Malik Profile|url = http://g2014results.thecgf.com/athlete/wrestling/1022441/s_malik.html|website = g2014results.thecgf.com|accessdate = 2015-10-27|date = 2015-07-30}}</ref> ସେହି ବର୍ଷ ସେ ଟାସକେଣ୍ଟ  ଠାରେ ହେଇଥିବା ବିଶ୍ଵ ଚମ୍ପିୟାନଶିପରେ କ୍ଵାଟର ଫାଇନାଲ ଯାଇ ପହଞ୍ଚିଥିଲେ ମଧ୍ୟ ପଦକ ପାଇ ନଥିଲେ । ୨୦୧୫ ମସିହା ଦୋହା ଏସୀୟ କ୍ରିଡାରେ ସେ ବ୍ରୋଞ୍ଜ ପଦକ ପାଇଥିଲେ ।<ref>{{Cite web|title = Sakshi Malik exits in quarterfinal of Freestyle women's 60kg on Day 3 of Wrestling World Championships at Tashkent - India at Sports|url = http://indiaatsports.in/news/2014/09/10/sakshi-malik-exits-in-quarterfinal-of-freestyle-womens-60kg-on-day-3-of-wrestling-world-championships-at-tashkent/1003974|website = India at Sports|accessdate = 2015-10-27|language = en|date = 2014-09-10}}</ref>
[[ଦିଲ୍ଲୀ]] ଠାରେ ସେ ପ୍ରୋ -ରେସଲିଙ୍ଗ ଲିଗରେ ସେ ପେଷାଦାର କୁସ୍ତିବିଦ ଭାବରେ ଭାଗ ନେଇଥିଲେ । <ref>http://www.prowrestlingleague.com/player/Sakshi_Malik_2017</ref> 
 
== ବ୍ୟକ୍ତିଗତ ଜୀବନୀ ==
ସାକ୍ଷୀ ବର୍ତମାନ ଭାରତୀୟ ରେଳ ବିଭାଗରେ [[ଦିଲ୍ଲୀ]] ଠାରେ ବାଣିଜ୍ୟ ବିଭାଗରେ କାର୍ଯ୍ୟରତ । ରିଓ ଅଲିମ୍ପିକରେ ପଦକ ପାଇବା ପରେ ତାଙ୍କୁ ଅଫିସର ଭାବରେ ପଦୋନ୍ନତି ପ୍ରଦାନ କରାଯାଇଥିଲା । .<ref>{{Cite news|date=19 August 2016|work=NDTV.com|title=Sakshi Malik to be Promoted as Gazetted Railway Officer|url=http://www.ndtv.com/india-news/sakshi-malik-to-be-promoted-as-gazetted-railway-officer-1445812|accessdate=19 August 2016}}</ref>
 
ସେ [[ରୋହତକ]] ଠାରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ରୁବିଶ୍ୱବିଦ୍ୟାଳୟରୁ ଶାରୀରିକ ଶିକ୍ଷ୍ୟା ବିଭାଗରେ ସ୍ନାତକୋତ୍ତର ( PG) ଡିଗ୍ରୀ ହାସଲ କରିଥିଲେ । <ref>{{Cite news|date=18 August 2016|work=Hindustan Times|title=This is the result of over 10 years of hard work: Sakshi Malik after bronze|url=http://www.hindustantimes.com/olympics/this-is-the-result-of-over-ten-years-of-hard-work-sakshi-malik-after-bronze-at-rio-olympics/story-ja2qsjX9QHShlIhZBOiUxO.html|accessdate=19 August 2016}}</ref><ref>{{Cite news|date=18 August 2016|work=The Calcutta Telegraph|title=Girl with dream to wrestle|url=http://www.telegraphindia.com/1160819/jsp/nation/story_103268.jsp#.V7cuKCSTMV4|accessdate=19 August 2016}}</ref>  
 
== ପୁରସ୍କାର ଓ ସମ୍ମାନ ସମୂହ ==