"ଶ୍ରୀଶୈଲମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୫୪ କ ଧାଡ଼ି:
| website =
}}
'''ଶ୍ରୀଶୈଲମ''' , ([[କନ୍ନଡ଼ ଭାଷା|Kannada]] : '''ಶ್ರೀಶೈಲ''' '' shrīshaila '' , [[ତେଲୁଗୁ ଭାଷା|Telugu]] : శ్రీశైలం '' śrīśailaṃ '') ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାର ନଲ୍ଲାମାଳା ପାହାଡ ଉପରେ ଥିବା ଭଗବାନ ମଲ୍ଲିକାର୍ଜୁନଙ୍କ ମନ୍ଦିର । ଏହା କ୍ରୀଷ୍ଣା ନଦୀ ଅ ତଟରେ ଓ ହାଇଦେରବାଦ ଠାରୁ 212 କିଲୋମିଟର ଦୂରରେ ଅବସ୍ଥିତ । ଏହା ବହୁ ପୁରାତନ କାଳ ରୁକାଳରୁ  ହିନ୍ଦୁ ଧର୍ମ , ସଂସ୍କୃତି ଓ ସାମାଜିକ ଇତିହାସରେ ଏକ ବିଶିଷ୍ଟ ସ୍ଥାନ ଗ୍ରହଣ କରି ଆସୁଛି । ତଥ୍ୟ ଅନୁସାରେ ଜଣା ଯାଏ  ଯେ ଶ୍ରୀଶୈଲମର ଇତିହାସ ଶତବାହନ ପ୍ରଥମ ଦକ୍ଷିଣରେ ସମ୍ବ୍ରାଜ୍ୟର ଆରମ୍ଭ କଳା ବେଳ ଠାରୁ ରହିଛି । ସଂସ୍କୃତ ଗ୍ରନ୍ଥରେ ଶ୍ରୀଶୈଲମ ଉପରେ ନିମ୍ମ ବର୍ଣନା ରହିଛି 
<center> " श्रीशैल शिखर दृष्ट्वा पुनः जन्म न विद्यते । " <br>
In native script, "శ్రీశైల శిఖర దృష్ట్వా పునః జన్మ న విద్యతే ।" <br>
"śrīśaila śikhara dṛṣṭvā punaḥ janma na vidyate ।" <br>
</center>ଅର୍ଥାତ " ଶିଖର ବା ଶ୍ରୀଶୈଲମର ଶ୍ରୁଙ୍ଗ ଦର୍ଶନା କାଲେ ପୁନର ଜନ୍ମ ରୁଜନ୍ମରୁ ମୁକ୍ତି ମିଳିଥାଏ । 
 
== Geography ==
୬୪ କ ଧାଡ଼ି:
 
== Temples ==
ଶ୍ରୀଶୈଲମ ଠାରେଶ୍ରୀଶୈଲମଠାରେ ଥିବା ମଲ୍ଲିକାର୍ଜୁନ ମନ୍ଦିର ଭାରତର 12 ଟି ଜ୍ୟୋତିଲିଙ୍ଗ ମନ୍ଦିର ଭିତରୁ ଅନ୍ୟତମ । ପ୍ରଥମେ ଏହାକୁ ଶ୍ରୀଗିରି କୁହାଯାଉଥିଲା । ଏଠାରେ ଭ୍ରମରମ୍ଭା ମନ୍ଦିର ମଧ୍ୟ ରହିଛି । ଏହା ଭାରତର 18 ଟି ଶକ୍ତି ପିଠା ମଧ୍ୟ ରୁମଧ୍ୟରୁ ଏକ ହେଇଥିବାର କୁହାଯାଏ ।  
 
 
"https://or.wikipedia.org/wiki/ଶ୍ରୀଶୈଲମ"ରୁ ଅଣାଯାଇଅଛି