"ମାର୍କୋ ପୋଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
୧୯ କ ଧାଡ଼ି:
 
''' ମାର୍କୋ ପୋଲୋ '''
 ଜଣେ ଇଟାଲୀୟ ବ୍ୟବସାୟୀ ତଥା ପରିବ୍ରାଜକ ଥିଲେ । ସେ ଭେନିସ ଗଣରାଜ୍ୟର ନାଗରିକ ଥିଲେ । ସେ କେନ୍ଦ୍ର ଏସିଆ ଓ ଚୀନ ଦେଶ କୁଦେଶକୁ ପରିଭ୍ରମଣରେ ଯାଇ ତାଙ୍କର ଭ୍ରମଣ କାହାଣୀ Livres des merveilles du monde ପୁସ୍ତକରେ ଲିପିବଦ୍ଧ କରିଥିଲେ । ସେହି ପୁସ୍ତକ ଇଂରାଜୀରେ ଅନୁଦିତ ହେଇ Book of the Marvels of the World,ଓ The Travels of Marco Polo ନାମରେ ପରିଚିତ ଥିଲା ଓ ଏହି ପୁସ୍ତକ ଜରିଆରେ ଏଉରୋପୀୟ ମାନେ ପ୍ରଥମ କରି ଏସିଆ ମହାଦେଶର କେନ୍ଦ୍ର ଏସିଆ ଓ ଚୀନ ଦେଶ ବିଷୟରେ ବିଶଦ ଭାବରେ ଜ୍ଞାତ ହେଇଥିଲେ । 
 
ମାର୍କୋ ପୋଲୋଙ୍କ ପିତା ନିକ୍କୋଲୋ ଓ କାକା ମାଫିଓ ଭ୍ରମଣକାରୀ ବ୍ୟବସାୟୀ ଥିଲେ ଓ ଏସିଆ ଦେଇ ଯାତ୍ରା କରି କୁ7ବଳୟ ଖାନଙ୍କୁ ମଧ୍ୟ ଭେଟିଥିଲେ । ସେମାନେ 1269 ମସିହାରେ ଭେନିସ କୁଭେନିସକୁ ପ୍ରତ୍ୟାବର୍ତନ କଳା ପରେ ମାର୍କୋ ପୋଲୋଙ୍କୁ ସାଙ୍ଗରେ ନେଇ ଏସିଆ କୁଏସିଆକୁ ଅନନ୍ୟ ଯାତ୍ରାରେ ଗଲେ ଓ ପୁଣି ଭେନିସ କୁଭେନିସକୁ ଦୀର୍ଘ 24 ବର୍ଷ ପରେ ପ୍ରତ୍ୟାବର୍ତନ କଲେ । ସେତେବେଳେ ଭେନିସ ଦେଶ ଗେନୋଆ ଦେଶ ସହ ଯୁଦ୍ଧରେ ବ୍ୟାପ୍ତ ଥିଲା । ମାର୍କୋଙ୍କୁ ଜୈଲ ଯିବାକୁ ପଡିଲା । ସେ ଜୈଲ ହିତରେ ଥାଇ ତାଙ୍କର ଦୀର୍ଘ ଏସିଆ ଭ୍ରମଣର କାହାଣୀ ତାଙ୍କର  ଏକ ସାଥି କଇଦିଙ୍କୁ ଡାକି ଥିଲେ ଓ ସାଥି କଇଦି ତାହା ଲିପିବଦ୍ଧ କରିଥିଲେ । ମାର୍କୋ 1299 ମସିହାରେ ଜୈଲ ରୁଜୈଲରୁ ମୁକ୍ତ ହେଇ ପୁନର୍ବାର ବ୍ୟବସାୟ କରି ସଫଳ ହେଲେ ଓ ଖୁବ ଧନିକ ବ୍ୟବସାୟୀ ଭାବରେ ବିବାହ କରି 3 ଟି ସନ୍ତାନର ଜନକ ହେଇଥିଲେ । ତାଙ୍କର ମୃତ୍ୟୁ 1324 ମସିହାରେ ଭେନିସ ଠାରେଭେନିସଠାରେ ହେଇଥିଲା । 
 
== ଜୀବନୀ ==