"ମାନଗୋବିନ୍ଦ ସାମଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଆ +ଓଡ଼ିଆ)
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୩୧ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ସେ [[କଟକ ଜିଲ୍ଲା]] ସାଲେପୁର ସ୍କୁଲ ଠାରେସ୍କୁଲଠାରେ ସ୍କୁଲଶିକ୍ଷା ଗ୍ରହଣ କରିଥିଲେ । ସ୍କୁଲଶିକ୍ଷା ପରେ ସେ [[କଲିକତା]]ରେ ଓଡ଼ିଆ ସଙ୍ଗଠନରେ ଯୋଗ ଦେଇଥିଲେ । ସେ ପ୍ରଥମେ [[ନବକୃଷ୍ଣ ଚୌଧୁରୀ]]ଙ୍କ ପ୍ରେରଣାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।
=== ପରିବାର ===
ମାନଗୋବିନ୍ଦ ସାମଲ ସୁଭଦ୍ରା ସାମଲଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ପୁଅ ସ୍ଵର୍ଗତ ପ୍ରସନ୍ନ କୁମାର ସାମଲ (ସମାଜ ସେବୀ ଓ ଯାଜପୁର ଜିଲ୍ଲାର ପ୍ରାକ୍ତନ ବିଜେଡି ସଦସ୍ୟ), ଶରତ କୁମାର ସାମଲ (ପୂର୍ବତନ ସରପଞ୍ଚ, କଳାଶ୍ରୀ), ପ୍ରଦୀପ୍ତ କୁମାର ସାମଲ ଓ ସ୍ଵର୍ଗତ ସନ୍ତୋଶ କୁମାର ସାମଲ । ତାଙ୍କର ବାସ ଭବନର ନାମ ସନ୍ତୋଶ ଭବନ |
୩୮ କ ଧାଡ଼ି:
[[ଫାଇଲ:Managobinda Samal.jpg|thumbnail|ସାହାସପୁର ମହାବିଦ୍ୟାଲୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି]]
[[ଫାଇଲ:Managobinda Samal Statue At Gopalpur Medical.JPG|thumbnail|ଗୋପାଳପୁର ଚିକିତ୍ସାଳୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି]]
ମାନବାବୁ ପ୍ରଥମେ କଳାଶ୍ରୀ ଗୋପାଳପୁର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ବଡଚଣା ବ୍ଲକର ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ମସିହା ୧୯୭୧ ରୁ୧୯୭୧ରୁ ମସିହା ୧୯୮୫ ପର୍ଯ୍ୟନ୍ତ ବିଧାନ ସଭା ପାର୍ଥୀ ଭାବେ ଉତ୍କଳ କଂଗ୍ରେସ ଓ ଜନତା ଦଳ ତରଫରୁ ଲଢି ଥିଲେ । ମାନବାବୁ ୨ ଥର ବିଧାନ ସଭାକୁ ନିର୍ବାଚୀତ ହୋଇଥିଲେ | ସେ ଜଣେ ଲୋକପ୍ରିୟ ନେତା ଥିଲେ । ବଡଚଣା ବ୍ଲକର ଉନ୍ନତିରେ ମାନବାବୁଙ୍କ ଅବଦାନ ଶ୍ରେଷ୍ଠ । ସେ ବିଭିନ୍ନ ବଡଚଣା ବାସୀଙ୍କୁ କର୍ମ ନିଯୁକ୍ତି ଦେଇଥିଲେ ।
 
ମାନବାବୁ ମାତା ଦୁର୍ଗାଙ୍କର ଭକ୍ତ ଥିଲେ | ସେ ତାଙ୍କ ଘରେ ପ୍ରତି ବର୍ଷ ଦୁର୍ଗାପୁଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଥିଲେ | ଏବେ ତାଙ୍କ ପୁଅ ଓ ନାତି ମନେ ଦୁର୍ଗା ପୁଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଛନ୍ତି |