"ମହିଳା ଇତିହାସ ମାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୫ କ ଧାଡ଼ି:
[[File:Women's History Month reception at the White House.jpg|thumb|୨୦୧୩ ମାର୍ଚ୍ଚ ୧୮ [[ହ୍ୱାଇଟ ହାଉସ]] ଇଷ୍ଟ ରୁମରେ ମହିଳା ଇତିହାସ ମାସ ଆରମ୍ଭ ପାଳନ ।]]
 
ଯୁକ୍ତରାଷ୍ଟ୍ର ଆମେରିକାରେ ମହିଳା ଇତିହାସ ମାସ ପାଳନ ପ୍ରଥମେ ୧୯୧୧ ମସିହାରଆନ୍ତର୍ଜାତିକ ମହିଳା ଦିବସ ପାଳନ ବେଳେ ଆରମ୍ଭ ହୋଇଥିଲା ।୧୯୭୮ ମସିହାରେ [[ସୋନୋମା, କାଲିଫର୍ଣ୍ଣିଆ]]ର [[ସ୍କୁଲ ଡିଷ୍ଟ୍ରିକ୍ଟ]] ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ବେଳେ [[ମହିଳା ଇତିହାସ ସପ୍ତାହ]] ପାଳନରେ ଭାଗ ନେଇଥିଲେ । ଐତିହାସିକ [[ଗର୍ଡ଼ା ଲର୍ଣ୍ଣର]]ଙ୍କ ସଭାପତିତ୍ୱରେ ୧୯୭୯ ଜୁଲାଇ ୧୩ ରୁ୧୩ରୁ ୨୯ ତାରିଖ ମଧ୍ୟରେ ମହିଳା ଇତିହାସ ସମ୍ବନ୍ଧରେ ଏକ ପନ୍ଦର ଦିନିଆସମ୍ମିଳନୀ [[ସରହ ଲରେନ୍ସ କଲେଜ]]ରେ ପାଳନ ହୋଇଥିଲା । <ref name="JWA">{{cite web|url=http://jwa.org/thisweek/jul/18/1979/gerda-lerner |title=This Week in History - Pioneering women's history summer institute, July 18, 1979 |publisher=Jewish Women's Archive |accessdate=2013-10-17}}</ref><ref name="NWHP">{{cite web|first=Molly Murphy |last=MacGregor |url=http://www.nwhp.org/whm/history.php |title=History of National Women's History Month |publisher=National Women's History Project |accessdate=2013-10-17}}</ref> ଏହା ସରହ ଲରେନ୍ସ କଲେଜ, [[ଉଇମେନ୍ସ ଆକ୍ସନ ଆଲାଏନ୍ସ]] ଓ ସ୍ମିଥୋସୋନିଆନ ଇନଷ୍ଟିଚ୍ୟୁସନ ଦ୍ୱାରା ସହ-ପରିଚାଳିତ । <ref name="JWA"/> ଏଥିରେ ଭାଗନେଇଥିବା ଅଂଶଗ୍ରହଣକାରୀମାନେ ସୋନୋମା କାଉଣ୍ଟିର ମହିଳା ଇତିହାସ ମାସ କଥା ଜାଣିଲା ପରେ ନିଜ ସଙ୍ଗଠନ, ସମୂହ ଓ ସ୍କୁଲ ଜିଲ୍ଲାମାନଙ୍କରେ ଭାଗ ନେବା ବାବଦ୍ଦରେ ସିଦ୍ଧାନ୍ତ ନେଲେ। <ref name="NWHP"/> ସେମାନେ ଜାତୀୟ ମହିଳା ଇତିହାସ ସପ୍ତାହ ପାଳନରେ ଭାଗନେବା ପାଇଁ ମଧ୍ୟ ସମ୍ମତ ହୋଇଥିଲେ । <ref name="NWHP"/>
 
====ମହିଳା ଇତିହାସ ସପ୍ତାହ ପାଳନ ବାବଦରେ ରାଷ୍ଟ୍ରପତି ଘୋଷଣା====