Content deleted Content added
|
|
'''ଜୁନା ଭାବନାଥ ମନ୍ଦିର,''' ଭାରତୀୟ ରାଜ୍ୟ ଗୁଜୁରାଟର ଆରାବଳି ଜିଲାର ଭିଲୋଡା ତାଲୁକର ମଉ ଗ୍ରାମରେ ଅବସ୍ଥିତ ଏକ [[ଶିବ]] ମନ୍ଦିର ।
ଏହାର ପ୍ରସ୍ତର ଖୋଦନ ରୁଖୋଦନରୁ ଜଣାପଡେ ଯେ ଏହାର ନିର୍ମାଣ 1300 ବର୍ଷ ପୂର୍ବରୁ ହେଇଥିଲା । ଏଠାରେ ଏକ ଜଳାଶୟ ବା କୁଣ୍ଡ ରହିଛି । ତାହାର ନାମ ବୃଗୁକୁଣ୍ଡ ଓ କୁହାଯାଏ ଏହାର ପବିତ୍ର ଜଳ କୁଷ୍ଠ ରୋଗ ରୁରୋଗରୁ ମୁକ୍ତି ପ୍ରଦାନ କରିଥାଏ । ମନ୍ଦିର ଭଗବାନ ଶିବଙ୍କ ଆରାଧନା ପାଇଁ ରହିଛି । ହଠମାରୀ ନଦୀ ନିକଟରେ ଏହି ମନ୍ଦିର ରହିଛି । ଶ୍ରବଣ ମାସ ଶେଷ ସୋମବାର ଦିନ ଏଠାରେ ବୃହତ ମେଳା ଅନୁଷ୍ଠିତ ହେଇଥାଏ । ଏଠାରେ ମହଶିବରାତ୍ରି ମଧ୍ୟ ଭଲ ଭାବରେ ପାଳିତ ହେଇଥାଏ । .<ref>http://sabarkanthadp.gujarat.gov.in/sabarkantha/juna-bhavnath-mandir.htm</ref><ref name="gbp">{{cite book|url=https://books.google.com/books?id=dLUBAAAAYAAJ&pg=PA339|title=Gazetteer of the Bombay Presidency: Cutch, Palanpur, and Mahi Kantha|publisher=Printed at the Government Central Press|year=1880|page=433}}</ref>
== ଆଧାର ସମୂହ ==
|