"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୭୩ କ ଧାଡ଼ି:
[[ଫାଇଲ:Balasoretraffic.jpg|thumb|right|250px|ବାଲେଶ୍ଵର ଷ୍ଟେସନ ଛକ]]
୨୦୧୧ ଜଣଗଣନା ଅନୁସାରେ,<ref>[http://censusindia.gov.in/towns/ori_towns.pdf Alphabetical list of towns and their population], ଭାରତୀୟ ଜନଗଣନା, ୨୦୧୧</ref> ବାଲେଶ୍ଵରର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ ।
ବାଲେଶ୍ଵରର ସାକ୍ଷରତା ହାର ୮୬%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ରୁ ବେଶି | ଲୋକସଖ୍ୟାର ୧୧% ଛ ବର୍ଷରୁ କମ ।
 
== ସହର ନଜର ==
୮୮ କ ଧାଡ଼ି:
 
== ଗମନାଗମନ ==
ବାଲେଶ୍ଵର ରେଳ ଷ୍ଟେସନ [[ଚେନ୍ନାଇ]] ରୁ [[କଲିକତା]] ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ . ଜାତୀୟ ରାଜପଥ-୫/ଜଗନ୍ନାଥ ସଡ଼କ କଲିକତାରୁ ଚେନ୍ନାଇ ଯାଇଛି ଓ ଚାରି ଲେନବାଲା ଜାତୀୟ ରାଜପଥ-୬୦ ବାଲେଶ୍ଵରରୁ କଲିକତା ଯାଇଛି.
 
ପାଖରେ ଥିବା ବିମାନଘାଟି ହେଲା [[ଭୁବନେଶ୍ୱର]] (୧୯୮ କି.ମି.) ଓ କଲିକତା (୨୪୭ କି.ମି.) ।
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି