"ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୧୮ କ ଧାଡ଼ି:
 
<!-- ସଂଜ୍ଞା ଓ ଲକ୍ଷଣ -->
'''ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ''' ([[ଇଂରାଜୀ ଭାଷା]]ରେ '''ପ୍ରିମେନସ୍ଟ୍ରୁଆଲ ସିଣ୍ଡ୍ରୋମ''' ବା '''ପିଏମଏସ''' ଯଥାକ୍ରମେ '''Premenstrual syndrome''' ବା '''PMS''') [[ଋତୁସ୍ରାବ|ମହିଳାଙ୍କର ମାସିକ ଧର୍ମ]] ଆରମ୍ଭର ୧ ରୁ୧ରୁ ୨ ସପ୍ତାହ ପୁର୍ବରୁ ଦେଖାଯାଉଥିବା ଶାରୀରିକ ଓ ମାନସିକ [[ଲକ୍ଷଣ]]ମାନଙ୍କୁ କୁହାଯାଏ । <!-- <ref name=Women2014/> --> ଏଥିରେ ଭିନ୍ନ ଭିନ୍ନ ଧରଣର ଲକ୍ଷଣ ଦେଖାଯାଏ ଓ [[ଋତୁସ୍ରାବ]] ଆରମ୍ଭ ହେବା ବେଳକୁ ଉପଶମ ହୋଇଯାଏ । <!-- <ref name=Women2014/> --> [[ବ୍ରଣ]], ସ୍ତନ ଦରଜ ଓ ଫୁଲା, ଥକ୍କା ଲାଗିବା, ବିରକ୍ତିଭାବ ଓ ପରିବର୍ତ୍ତିତ ମନୋଦଶା ଇତ୍ୟାଦି ଲକ୍ଷଣମାନ ଏଥିରେ ଦେଖାଯାଏ । <!-- <ref name=Women2014/> --> ଅଧିକାଂଶ ସମୟରେ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣ ଲାଗିରହେ । <!-- <ref name=AFP2011/> --> ସମୟକ୍ରମେ ମହିଳାଙ୍କର ଲକ୍ଷଣରେ ପରିବର୍ତ୍ତନ ହୁଏ । <ref name=AFP2011/> [[ଗର୍ଭାବସ୍ଥା]]ରେ ଓ [[ଋତୁବନ୍ଦ]] ପରେ ଏହି ଲକ୍ଷଣ ପ୍ରକାଶ ପାଏ ନାହିଁ । <ref name=Women2014>{{cite web|title=Premenstrual syndrome (PMS) fact sheet|url=http://www.womenshealth.gov/publications/our-publications/fact-sheet/premenstrual-syndrome.html|website=Office on Women's Health|accessdate=23 June 2015|date=December 23, 2014}}</ref>
 
<!-- ରୋଗନିର୍ଣ୍ଣୟ -->
୨୭ କ ଧାଡ଼ି:
 
<!-- ରୋଗାନୁଶୀଳନ -->
ଋତୁସ୍ରାବ ପୂର୍ବରୁ ୮୦ % ମହିଳାଙ୍କର କିଛି ନା କିଛି ଲକ୍ଷଣ ପ୍ରକାଶ ପାଏ । <!-- <ref name=AFP2011/> --> ଏମାନଙ୍କ ମଧ୍ୟରୁ କେବଳ ୨୦ ରୁ୨୦ରୁ ୩୦ % ମହିଳାଙ୍କର ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ଥାଏ । <ref name=AFP2011>{{cite journal|last1=Biggs|first1=WS|last2=Demuth|first2=RH|title=Premenstrual syndrome and premenstrual dysphoric disorder.|journal=American family physician|date=15 October 2011|volume=84|issue=8|pages=918-24|pmid=22010771}}</ref> ଏମାନଙ୍କ ମଧ୍ୟରୁ
[[ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡ଼ର]] (ପିଏମଡିଡି) ଅଧିକ ମାନସିକ ପ୍ରଭାବ ଦେଖାଏ । <ref name=Women2014/><ref name=AFP2011/> ପ୍ରାୟ ୮ % ମହିଳାଙ୍କର ପିଏମଡିଡି ହୁଏ । <ref name=AFP2011/> ପିଏମଡିଡିରେ ଅନ୍ୟାନ୍ୟ ଔଷଧ ସହିତ ଆଣ୍ଟିଡୋପ୍ରେସାଣ୍ଟ [[ସିଲେକଟିଭ ସେରୋଟୋନିନ ରିଅପଟେକ ଇନହିବିଟର]] ଦେଲେ ଉପକାର ମିଳେ । <ref name=Women2014/>