"ଦଶପଲ୍ଲା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୩୨ କ ଧାଡ଼ି:
'''ଦଶପଲ୍ଲା ରାଜ୍ୟ ''' ({{Lang-or|ଦଶପଲ୍ଲା}}; {{Lang-hi|दस्पल्ला}}) ବ୍ରିଟିଶ ଶାସନ ସମୟର ଏକ ଭାରତୀୟ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ କୁଞ୍ଜବନଗଡ ଥିଲା । ଏହା ବର୍ତମାନ ଓଡ଼ିଶା ରାଜ୍ୟର  ନୟାଗଡ ଜିଲ୍ଲାରେ ରହିଛି । 
 
ଦଶପଲ୍ଲା ରାଜୟା 15 ତମ ଶତାବ୍ଦୀର ଶେଷ ଭାଗରେ ବୌଦ ରାଜ୍ୟ ରୁରାଜ୍ୟରୁ ଅଲଗା ହେଇ ସ୍ଥାପିତ ହେଇଥିଲା । ମିଳିଥିବା ଦଲିଲ ଅନୁସାରେ ବୌଦ୍ଧର ରାଜା ନାରାୟଣ ଭଞ୍ଜ ଦେଓଙ୍କ ପୁତ୍ର କନିଷ୍ଠ  ନାରଣ ଦେବ 1498 ମସିହାରେ ଏହାକୁ ବୌଦ୍ଧ ରୁବୌଦ୍ଧରୁ ବିଚ୍ଛିନ୍ନ କରି ଅଲଗା ରାଜ୍ୟ ଭାବେ ଶାସନ କଲେ । 
 
== ଇତିହାସ ==
୩୮ କ ଧାଡ଼ି:
କୁହାଯାଇ ଯେହେତୁ ଯୁଦ୍ଧ ଦ୍ଵାରା ସାଲ ଭଞ୍ଜ "ଯଶ" ପ୍ରାପ୍ତ ହେଲେ ସେହି ଅନୁସାରେ ରାଜ୍ୟର ନାମ ଯଶପଳ୍ଳା ଦିଆଗଲା । କିନ୍ତୁ ପ୍ରାଚୀନ ଇତିହାସକାର ମାନେ କୁହନ୍ତି ଯେହେତୁ ସାଲ ଭଞ୍ଜଙ୍କ ରାଜ୍ୟରେ ମାତ୍ର ଦଶ ଟି ପଲ୍ଲା ବା ଗ୍ରାମ ଥିଲା ତାହାକୁ ଦଶପଲ୍ଲା କୁହାଗଲା । ଏହି ଘଟନା 1495ରେ ଘଟିଥିଲା । ସାଲ ଭଞ୍ଜ 3 ବର୍ଷ ଶାସନ କଳା ପରେ ତାଙ୍କ ପୁତ୍ର ନରନ ଭଞ୍ଜ ରାଜା ହେଲେ । 
 
ଦଶପଲ୍ଲର ରାଜଧାନୀ ବାଦମୂଳ ରୁବାଦମୂଳରୁ ଗଣିଆ , ତାହାପରେ ମଧ୍ୟଖଣ୍ଡ , ଓ ପୁରୁଣା ଦଶପଲ୍ଲା କୁଦଶପଲ୍ଲାକୁ ବଦଳିଥିଲା । ଭଞ୍ଜ ବଂଶର ନବମ ରାଜା ପଦ୍ମନାଭ ଭଞ୍ଜ କନ୍ଧ ଜାତିର ମୁଖ୍ୟ କୁଞ୍ଜ ମାଲିକଙ୍କୁ ପରାସ୍ତ କରି କୁଞ୍ଜବନଗଡରେ ତାଙ୍କର ରାଜଧାନୀ କଲେ । '' କୁଞ୍ଜବନଗଦ କୁଞ୍ଜ ମାଲିକଙ୍କ ନାମରେ ହେଇଥିଲା । ''.<ref>[http://www.lankapodiyatra.com/ Lanka Podi yatra – Mahaveer Kshetra, Daspalla, Odisha]</ref>
 
=== ଶାସକ ମାନେ ===