"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ )
୧ କ ଧାଡ଼ି:
'''ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, [[ସମ୍ବଲପୁର]] ('''Gangadhar Meher University , Sambalpur) ଓଡ଼ିଶାର ନୂତନତମ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ । ଏହା NAAC ଦ୍ଵାରା 'A' ଗ୍ରେଡର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ ଯାହା କି ପୂର୍ବରୁ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହା ରୁମସିହାରୁ ଥିଲା । ''' '''
 
== ଗଙ୍ଗାଧର ମେହେର କଲେଜ ବାବଦ ରେ ==
୮ କ ଧାଡ଼ି:
 
ସ୍ଵୟଂ ଚାଳିତ ମାନ୍ୟତା 
୧୯୯୧ ମସିହା ରୁମସିହାରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ଵାରା ସ୍ଵୟଂ ଚାଳିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା । ଏହା ଦ୍ଵାରା ଏହି ମହାବିଦ୍ୟାଳୟ ନିଜର ପରିକ୍ଷ୍ୟା ପରିଚାଳନା ସହ , ପାଠ୍ୟସୁଛି , ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗରେ M॰Phill ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ । 
 
== ଏଡମିସନ ==
ଏହାର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ଆଡମିସନ ଓଡ଼ିଶା ସରକାରଙ୍କ SAMS ମାଧ୍ୟମରେ ହେଉ ଥିବା ବେଳେ ସ୍ନାତକୋତ୍ତର ଶ୍ରେଣୀରେ ବିଶ୍ୱବିଦ୍ୟାଳୟର ନିଜସ୍ଵ ମାନଦଣ୍ଡ ଅନୁସାରେ ଚୟନ ହୁଏ । ଏହାର M॰ C ॰ A॰ ବିଭାଗ ପାଇଁ ଆଡମିସନ BPUT ତରଫ ରୁତରଫରୁ ହାଉଥିବା ଜଏଣ୍ଟ ଏଣ୍ଟରାନ୍ସ ପରିକ୍ଷ୍ୟା ଜରିଆରେ ହେଇଥାଏ । <div class="reflist" style=" list-style-type: decimal;">
<references /></div>