"ଆମାଜନ ନ‌ଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୧ କ ଧାଡ଼ି:
{{ଆଧାର_ନାହିଁ}}
ଆମାଜନ ନଦୀ [[ଦକ୍ଷିଣ ଆମେରିକା]]ର ସବୁଠାରୁ ବଡ ନଦୀ । ଏହାର ଲମ୍ବ ବହୁତ । ବିଗତ ଶହେ ବର୍ଷ ହେଲା ଅପୁରୀମାକ ନଦୀ ଏବଂ ନେଭଡୋମିଶିମି କୁନେଭଡୋମିଶିମିକୁ ଆମଜନ ନଦୀର ଉତ୍ସ ଭାବେ ଗଣା ଯାଉଥିଲା । କିନ୍ତୁ ୨୦୧୪ମସିହାର ଏକ ଅନୁସନ୍ଧାନ ରୁଅନୁସନ୍ଧାନରୁ ଜଣାପଡିଲା ଏହାର ଉତ୍ପତ୍ତି [[ପେରୁ]]ର ମନ୍ତରୁ ନଦୀ ରୁନଦୀରୁ ହୋଇଛି ।
 
ଏହି ନଦୀର ସାଧାରଣ ଜଳ ପ୍ରବାହିତ ସ୍ତର ହେଉଛି ୨୦୯,୦୦୦ଘନ ମିଟର । ଏହା ଅନ୍ୟ ୭ଟି ବଡ ନଦୀ ଭିତରୁ ସବୁଠୁ ବଡ ନଦୀ । ଏହାର ଆୟତନ ପ୍ରାୟ ୭,୦୫୦,୦୦ କିଲୋମିଟର । ଏହା ବ୍ରାଜିଲରେ ଥିବା ଅନ୍ୟ ନଦୀ ଠାରୁ ମଧ୍ୟ ବହୁତ ବଡ଼ ।