"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୧ କ ଧାଡ଼ି:
'''ଅନୁଗୁଳ ସ୍ଵୟଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ [[ଓଡ଼ିଶା]]ର [[ଅନୁଗୁଳ]] ସହରରେ ଅବସ୍ଥିତ ଏକ ସରକାରୀ [[ସ୍ଵୟଂଶାସିତ ମହାବିଦ୍ୟାଳୟ]] । ଏହା ବର୍ତ୍ତମାନ ଜିଲ୍ଲାରେ ପରିଣତ ହେଇଥିବା [[ଅନୁଗୁଳ]] ସହରରେ ୧୯୫୭ ମସିହାରେ ସରକାରଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ -୫୫ ରୁ୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ । 
 
== ଇତିହାସ ==
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ [[ଅନୁଗୁଳ]] ସରକାରୀ କଲେଜ ଭାବରେ ୧୯୭୬ ରୁ୧୯୭୬ରୁ ରହିଛି ଓ ଏହା [[ଭୁବନେଶ୍ଵର]]ସ୍ଥ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହ ସହବନ୍ଧିତ ହେଇଥିଲା । ୧୯୯୦ ରୁ୧୯୯୦ରୁ ଏହି କଲେଜ ଅଞ୍ଚଳରେ ଅଗ୍ରଣୀ କଲେଜ ହିସାବରେ ପରିଗଣିତ ହେଇ ଆସୁଛି । 
 
୧୦୦୬-୭ରେ ଏହି କଲେଜ NAAC ଦ୍ଵାରା ଏକ [[ସ୍ଵଯାଂଶାସିତ କଲେଜ]]ର ମାନ୍ୟତା ପ୍ରାପ୍ତ ହେଲା ।