"କଙ୍କେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୨୯ କ ଧାଡ଼ି:
| postal_code_type = <!-- [[Postal Index Number|PIN]] -->
| registration_plate = JH
}}'''କଙ୍କେ ,  '''ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏଠାରେ କଙ୍କେ ଡେମ ନାମରେ ଏକ ବୃହତ ଜଳାଶୟ ରହିଛି ଓ ଏଠାରୁ ରାଁଚୀ ସହର କୁସହରକୁ ମଧ୍ୟ ଜଳ ଯୋଗାଣ ହେଇଥାଏ । କଙ୍କେ ମାନସିକ ଚିକିସ୍ଥଳୟ ଭାରତର ଏକ ବୃହତ ମାନସିକ ବ୍ୟାଧି ଗ୍ରସ୍ତଙ୍କ ହସ୍ପିଟାଲ । ଏହା ବ୍ରିଟିଶ ସମୟରେ ସ୍ଥାପିତ ହେଇଥିଲା । ଏଠାରେ ବୀର୍ସା କୃଷି ବିଶ୍ୱବିଦ୍ୟାଳୟ , କୋଇଲା ଖଣି ପରିଚାଳନା ପ୍ରତିଷ୍ଠାନ , ପଶୁ ହସ୍ପିଟାଲ ଓ ଅନ୍ୟ ପ୍ରତିଷ୍ଠାନ ସବୁ ଏଠାରେ ରହିଛି ।<ref>{{cite web|url=http://www.baujharkhand.org/conatct_bau.html|title=Birsa Agricultural University Kanke, Ranchi, Jharkhand|accessdate=17 October 2011}}</ref> 
 
== ଭୌଗୋଳିକ ଅବସ୍ଥିତି ==
୩୫ କ ଧାଡ଼ି:
 
== ଜନ ଆବାଦୀ ==
2001 ଜନଗଣନା ଅନୁସାରେ[ଏଠାରେ ଜନସଂଖ୍ୟା17,560 ଥିଲା ।<ref>{{cite web|url=http://www.censusindia.net/results/town.php?stad=A&state5=999|archiveurl=https://web.archive.org/web/20040616075334/http://www.censusindia.net/results/town.php?stad=A&state5=999|archivedate=2004-06-16|title= Census of India 2011: Data from the 2011 Census, including cities, villages and towns (Provisional)|accessdate=2008-11-01|publisher= Census Commission of India}}</ref> ଏହା ମଧ୍ୟ ରୁମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳରେ ସାକ୍ଷ୍ୟରତା ହାର 75% ରହିଥିଲା । ଏହା ମଧ୍ୟ ରୁମଧ୍ୟରୁ ପୁରୁଷ ସାକ୍ଷ୍ୟରତା 80%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 70%ଥିଲା । 6 ବର୍ଷ ରୁବର୍ଷରୁ କମ ଆବାଦୀ 11 % ଏଠାରେ ଥିଲା ।
 
== ଆଧାର ସମୂହ ==
"https://or.wikipedia.org/wiki/କଙ୍କେ"ରୁ ଅଣାଯାଇଅଛି