"ବୀଜଗଣିତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୧ କ ଧାଡ଼ି:
'''ବୀଜଗଣିତ '''ଭାରତୀୟ''' '''ପ୍ରାଚୀନ ଗଣିତ ବିଶାରଦ ଭାସ୍କର ଙ୍କଭାସ୍କରଙ୍କ ସୃଷ୍ଟି । ତାଙ୍କର ମୂଳ ସଂସ୍କୃତ ରଚନା ' ସିଦ୍ଧାନ୍ତ ଶିରୋମଣି ' ସହିତ ଲୀଳାବତୀ , ଗୃହାଗଣିତ ଓ ଗୋଲାରଧ୍ୟୟର ସମ୍ମିଶ୍ରଣରେ ବୀଜଗଣିତର ସୃଷ୍ଟି । 
 
== ଅଧ୍ୟେୟ ସମୂହ ==
୯ କ ଧାଡ଼ି:
* ୨ ୟ ଡିଗ୍ରୀ ଉପରେ ବର୍ଗୀୟ ସମୀକରଣ 
* ଚତୁର୍କୋଣ ଆକୃତି ଆଧାରିତ ସମୀକରଣ 
ବୀଜଗଣିତରେ ଭାସ୍କର II ଜୟଦେବ ଙ୍କଜୟଦେବଙ୍କ ଦ୍ଵାରା ସାଧାରଣକୃତ କରାଯାଇଥିବା ବ୍ରହ୍ମଗୁପ୍ତ ନ ବିଷମ ସମୀକରଣର ସମାଧାନ ସୂତ୍ର କୁ ମାର୍ଜିତ କରାଯାଇଥିଲା । ଏଥିରେ ମଧ୍ୟ pell ସମୀକରଣର Cyclic ବା ଚକ୍ରବାଳ ପଦ୍ଧତିର ବ୍ୟବହାର ବିଷୟ ଦିଆ ଯାଇଥିଲା । ବୀଜଗଣିତ ପ୍ରଥମ ପୁସ୍ତକ ଯହିଁରେ ପ୍ରତ୍ୟେକ ଧନାତ୍ମକ ସଂଖ୍ୟାର ଦୁଇଟି ବର୍ଗମୂଳ ରହିଥିବା ବିଷୟ ଉପସ୍ଥାପନା କରା ଯାଇଥିଲା । 
 
== ଅନୁବାଦ ସାମୁହ ==
"https://or.wikipedia.org/wiki/ବୀଜଗଣିତ"ରୁ ଅଣାଯାଇଅଛି