"ପେଚା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୩୩ କ ଧାଡ଼ି:
ପେଚାମାନଙ୍କ ଅଣ୍ଡା ବୃତ୍ତାକାର ଓ ଧଳା ଏବଂ ଏମାନେ ଏକାଧିକ ଅଣ୍ଡା ଦେଇଥା’ନ୍ତି । ଅଣ୍ଡା ଦେବାରେ ଏମାନେ ୧ରୁ ୩ ଦିନ ସମୟ ନିଅନ୍ତି ଯାହାଫଳରେ ଅଣ୍ଡା ଫୁଟିବାସମୟ ପୃଥକ ପୃଥକ ହୋଇଥାଏ ।
==ମନୁଷ୍ୟ ଓ ପେଚା==
ପେଚା କୁ ନେଇ ଅନେକ ଅନ୍ଧ ବିଶ୍ଵାସ ରହିଅଛି ଯେପରିକି ହିନ୍ଦୁ ଧର୍ମରେ ଧଳାପେଚା କୁ ଲକ୍ଷ୍ମୀ ଙ୍କଲକ୍ଷ୍ମୀଙ୍କ ବାହାନ ଓ ଶୁଭ ବୋଲି ମଣିନିଆଯାଏ ମାଟିଆ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ମଣିନିଆଯାଏ । ଏତଦବ୍ୟତୀତ ଆମେରିକା,ଆଫ୍ରିକା ଓ ଆରବ ପରିଦେଶମାନଙ୍କରେ ମଧ୍ୟ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ବୋଲି ଧରାଯାଏ । ଫ୍ରାନସ,ବେଲ୍ଜିୟମ,ନେଦରଲ୍ୟାଣ୍ଡ ଆଦି ଦେଶରେ ବୁଦ୍ଦିମାନର ପ୍ରତୀକ ବୋଲି ବିବେଚିତ କରାଯାଏ । ପେଚାର କର୍ଣ ଓ ଚକ୍ଷୁର ଗଠନ ଅନୁଯାଇ ଏପରି ନାମକରଣ କରାଯାଇଛି ଯାହାର ଅର୍ଥ ବୋକା ବା ନିର୍ବୋଧ ।
 
[[ଶ୍ରେଣୀ:ପକ୍ଷୀ]]
"https://or.wikipedia.org/wiki/ପେଚା"ରୁ ଅଣାଯାଇଅଛି