"ନିନା ଗୁପ୍ତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
ଟିକେ Bot: Automated text replacement (- ଙ୍କ +ଙ୍କ )
୧୧ କ ଧାଡ଼ି:
| partner = [[Viv Richards]] (?–1989)
| children = [[Masaba Gupta]]
}}'''ନିନା ଗୁପ୍ତା ''' (ଜନ୍ମ ୪ ଜୁଲାଇ ୧୦୫୯)  ଭାରତୀୟ ଫିଲ୍ମ ତଥା ଟିଭି କଳାକାର ଓ ନିର୍ମାତା ଓ ନିର୍ଦେଶିକା । ସେ ୧୯୯୪ ମସିହାରେ ତାଙ୍କର ସହ - ଅଭିନେତ୍ରୀ ଭାବରେ ଅଭିନୟ ପାଇଁ " ୱୋ ଛୋକରି " ଫିଲ୍ମରେ ଜାତୀୟ ପୁରସ୍କାର ପାଇଥିଲେ । ସେ ଶାମ ବେନେଗାଳ ଓ ଅରବିନ୍ଦନ ଙ୍କଅରବିନ୍ଦନଙ୍କ ପରି ସମାନ୍ତରାଳ ଫିଲ୍ମ ନିର୍ମାତା ଙ୍କନିର୍ମାତାଙ୍କ ଫିଲ୍ମରେ ଅଭିନୟ କରି ଜାତୀୟ ଖ୍ୟାତି ପ୍ରାପ୍ତ ହେଇଥିଲେ । ଏହା ସହ ସେ ଟିଭି ସିରିୟାଲରେ ଅଭିନୟ ସହ ରିଆଲିଟି ଶୋରେ ମଧ୍ୟ ଆଙ୍କର ଭାବରେ କାର୍ଯ୍ୟ କରୁଥିଲେ । <ref>[http://www.hindu.com/thehindu/fr/2005/12/16/stories/2005121603280400.htm Bold and dutiful] MALA KUMAR, [//en.wikipedia.org/wiki/The_Hindu The Hindu], 16 December 2005.</ref>
 
== ପ୍ରାର୍ଥମିକ ଜୀବନୀ ଓ କାର୍ଯ୍ୟ ==
୧୯ କ ଧାଡ଼ି:
== ଆନ୍ତର୍ଜାତିକ ଫିଲ୍ମ ==
ନିନା ୧୯୮୨ ମସିହା ନିର୍ମିତ "ଗାନ୍ଧୀ ", ହଲିବୁଡ ନିର୍ମାତା ମାର୍ଚଣ୍ଟ ଆଇଭୋରୀ ଙ୍କଆଇଭୋରୀଙ୍କ ଫିଲ୍ମ " The Deceivers" ,(୧୯୮୮)  " ମିର୍ଜା ଘାଲିବ ( ୧୯୮୯ ), " The Custody" (୧୯୯୩) ଓ " Cotton Mary " ( ୧୯୯୯)ରେ ଅଭିନୟ କରିଥିଲେ । 
 
=== ଟେଲିଭିଜନ କାର୍ଯ୍ୟ ===
୨୫ କ ଧାଡ଼ି:
 
== ବ୍ୟକ୍ତିଗତ ଜୀବନ ==
ନିନା ୧୯୮୦ ମସିହାରେ ୱେଷ୍ଟ ଇଣ୍ଡିଜର ପୂର୍ବତନ [[କ୍ରିକେଟ]] ତାରକା [[ଭିଭିଆନ ରିଚାର୍ଡ]] ଙ୍କ ସମ୍ପର୍କ ରଖିଥିଲେ ଓ ତାଙ୍କର ଜଣେ ଝିଅ ମାସାବା ଗୁପ୍ତା ବର୍ତମାନ ଜଣେ ଫେସନ ଡିଜାଇନର<ref>[http://www.tribuneindia.com/1999/99feb28/sunday/head4.htm Tribune]</ref> ଭାବରେ କାର୍ଯ୍ୟ କରନ୍ତି । କିନ୍ତୁ ସେ ୨୦୦୮ ମସିହାରେ ନୂଆ ଦିଲ୍ଲୀରେ ବିବେକ ମେହେରା ନାମକ ଜଣେ ଚର୍ତାର୍ଡ ଆକାଉଣ୍ଟାନ୍ତଙ୍କୁ ବିବାହ କରିଥିଲେ । <ref>[http://www.dnaindia.com/report.asp?newsid=1179373 DNA newspaper]</ref><ref>[http://sify.com/movies/bollywood/fullstory.php?id=14725269&cid=2359 Neena Gupta thrilled with marriage, but says "Masaba is priority"] [//en.wikipedia.org/wiki/Sify.com Sify.com], IANS, 29 July 2008.</ref><ref>[http://timesofindia.indiatimes.com/Entertainment/TV_Buzz/Neena_Gupta_opens_up/articleshow/3741476.cms Neena Gupta opens up.]</ref>
 
== ପୁରସ୍କାର ==