"ଶ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୯ କ ଧାଡ଼ି:
ସେ ଆହୁରି କହିଛନ୍ତି : ମହାପ୍ରଭୁଙ୍କର ଶକ୍ତି ବା ପତ୍ନୀ । ତେଣୁ ମହାପ୍ରଭୁ ହୋଉଛନ୍ତି ଶ୍ରୀପତି । ପାକାଶାଳାରେ ରୋଷେଇ ହେଉଛି ପ୍ରସାଦ । ପ୍ରସାଦ ରୋଷେଇ ହେବା ପୂର୍ବରୁ ହେଉଛି ପାଗ , ଯାହା 'ଶ୍ରୀ'ପାଗ । ଶ୍ରୀଦେବୀ ରୋଷେଇ କରିଥିବା ପ୍ରସାଦ କୁ ଶ୍ରୀପତି ସେବନ କରୁଛନ୍ତି । ଦୁଇ ଶକ୍ତିର ମିଶ୍ରଣରେ ସୃଷ୍ଟି ଏହି ଦିବ୍ୟ ପ୍ରସାଦ 'ଶ୍ରୀଶ୍ରୀପ୍ରସାଦ' ହେବ ।
 
"ମହର୍ଷି ଶାଣ୍ଡିଲ୍ୟ" ହେଉଛନ୍ତି ପ୍ରଥମ ମହର୍ଷି, ମହାପ୍ରସାଦକୁ 'ଶ୍ରୀପ୍ରସାଦ' ଭାବେ ଘୋଷଣା କରିଛନ୍ତି । ସେ ଲେଖିଯାଇଛନ୍ତି ବହୁ ଅକୁହା କଥା । ସେହି ସଂହିତାରେ ସେ ବର୍ଣ୍ଣ କରିଛନ୍ତି , ଶ୍ରୀକ୍ଷେତ୍ର ବା ଶ୍ରୀମନ୍ଦିର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେବଳ ଜଗତର ସୃଷ୍ଟି କର୍ତ୍ତା ବୋଲି ଗ୍ରହଣ କରିପାରି ନାହାଁନ୍ତି । ତାଙ୍କ ମହାପ୍ରଭୁ କେବଳ ଜଗତର ସୃଷ୍ଟି କର୍ତ୍ତା ନୁହଁନ୍ତି ,ତାଙ୍କ ମତରେ ମହାପ୍ରଭୁ ହେଉଛନ୍ତି ଜଗତରସ୍ଵରୂପ । ବହୁ ଦିନର ସାଧନା ପରେ ମହର୍ଷି ଶାଣ୍ଡିଲ୍ୟ ଦିନେ ଶିଷ୍ୟ ଙ୍କୁଶିଷ୍ୟଙ୍କୁ ଡାକି କହିଲେ , ଜଗତ ଓ ଜଗନ୍ନାଥ ମଧ୍ୟରେ ମୁଁ କୌଣସି ପାର୍ଥକ୍ୟ ଦେଖି ପାରୁ ନହିଁ । ଜଗତ ହିଁ ଜଗନ୍ନାଥ ଓ ଜଗନ୍ନାଥ ହିଁ ଜଗତ । ତେଣୁ ଏ ହେଉଛନ୍ତି ସାକ୍ଷାତ ପରଂବ୍ରହ୍ମ । <ref>ପ୍ରମୟ,ପୃଷ୍ଠା-୨ ,୧୭ ମେ ୨୦୧୫</ref>
==ଆଧାର==
{{ଆଧାର}}
"https://or.wikipedia.org/wiki/ଶ୍ରୀ"ରୁ ଅଣାଯାଇଅଛି