"ଉଇକିକଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ର +ର )
୨୧ କ ଧାଡ଼ି:
'''ଉଇକିକଥା''' ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନ ଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବର ଦ୍ୱାରା କାର୍ଯ୍ୟାନ୍ବିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।<ref>{{cite news
| author=DeVinney, Gemma | title = ଉଇକିକଥା: Another source for quotes on the Web |url=http://www.buffalo.edu/ubreporter/archives/vol38/vol38n19/columns/eh.html | work=UB Reporter | publisher=ବଫେଲୋ ବିଶ୍ୱବିଦ୍ୟାଳୟ | date =18 ଜୁନ 2007| accessdate = 21 ନଭେମ୍ବର 2010}}</ref>
ଉଇକିକଥା ରଉଇକିକଥାର ପୃଷ୍ଠା ଉଲ୍ଲେଖନୀୟ ବ୍ୟକ୍ତିତ୍ୱର [[ଉଇକିପିଡ଼ିଆ]]ରେ ତିଆରି ଲେଖାରୁ ଅନ୍ତର୍କୋଡିୟ ଦ୍ୱାରା ଯୋଡି ହୋଇରହିଛି ।<ref>{{cite news|url=http://archives.dawn.com/weekly/science/archive/070127/science15.htm|title=It's all about Wikis|author= अहसान, हाफ़्सा |date= २७ जनवरी २००७|work= डॉन समाचारपत्र}}</ref>
 
ମୂଳ ପରିଯୋଜନା ପୂର୍ଣତଃ ଇଂରାଜୀରେ ଆରମ୍ଭ କରାଯାଇଥିଲା , ଜୁଲାଇ 2004 ମସିହାରେ ଏକ ଅନ୍ୟ ସଂସ୍କରଣ ଦ୍ୱାରା ଅତିରିକ୍ତ ଭାଷା କୁ ମଧ୍ୟ ଏଥିରେ ସମ୍ମିଳିତ କରିବାର ଆରମ୍ଭ କରାଗଲା ।
"https://or.wikipedia.org/wiki/ଉଇକିକଥା"ରୁ ଅଣାଯାଇଅଛି