"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
ଟିକେ Bot: Automated text replacement (- ରେ +ରେ )
୨୧ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ସିଦ୍ଧାନ୍ତ ମହାପାତ୍ର [[ଗଞ୍ଜାମ ଜିଲ୍ଲା]]ର ବ୍ରହ୍ମପୁରଠାରେ ୪ ମଇ ୧୯୬୬ ରେ୧୯୬୬ରେ ଜନ୍ମ ଗ୍ରହଣ କରିଥିଲେ ।<ref>{{cite web|title=Detailed Profile: Shri Sidhant Mohapatra|url=http://www.archive.india.gov.in/govt/loksabhampbiodata.php?mpcode=4425|publisher=Lok Sabha|accessdate=16 January 2017}}</ref> ସେ ବ୍ରହ୍ମପୁରରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ [[କେନ୍ଦୁଝର ଜିଲ୍ଲା|କେନ୍ଦୁଝର]] [[ଧରଣୀଧର କଲେଜ]]ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ [[ଦିଲ୍ଲୀ|ନୂଆଦିଲ୍ଲୀ]]ର ଫ୍ୟାକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜରୁ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି । [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଅଭିନେତ୍ରୀ [[ମାମା ମିଶ୍ର]] ତାଙ୍କ ଧର୍ମପତ୍ନୀ ।
 
== ସିନେମା ଜୀବନ ==