"ସାଲିମ ଦୁରାନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୫୮ କ ଧାଡ଼ି:
'''ସଲିମ ଅଜିଜ ଦୁରାନୀ <br>
<br> 
'''{{Audio|Salim_Durani.ogg|pronunciation}} ୧୯୩୪ ରେ୧୯୩୪ରେ ଅଫଗାନିସ୍ତାନର କାବୁଲ ରେକାବୁଲରେ ଜନ୍ମ ଗ୍ରହଣ କରିଥିବା ସଲିମ ଭାରତୀୟ କ୍ରିକେଟ ଦଳ ପାଇଁ ୨୯ ଟି ଟେଷ୍ଟ ୧୯୬୦ ରୁ ୧୯୭୩ ମସିହା ଯାଏ ଖେଳିଥିଲେ । ସେ ଜଣେ ଆକ୍ରମଣାତ୍ମକ ବେଟସମେନ ହେବା ସହ ବାମ ହାତି ସ୍ପିନ ବୋଲିଂ ମଧ୍ୟ କରୁଥିଲେ । ସେଯୁଗ ରେସେଯୁଗରେ ଭି ସେ ଛକ୍କା ମାରିବା ପାଇଁ ପ୍ରଖ୍ୟାତ ଥିଲେ । 
 
 
 
ସେ ' ଚରିତ୍ର' ନାମକ ଏକ ହିନ୍ଦୀ ଚଳଚିତ୍ର ରେଚଳଚିତ୍ରରେ ମଧ୍ୟ ପରବୀନ ବାବି ଙ୍କ ସହ ଅଭିନୟ କରିଥିଲେ , ଯାହାକି ଫ୍ଲପ ହେଇଥିଲା । ସେ ପ୍ରଥମ କ୍ରିକେଟର ଯିଏ ଅର୍ଜୁନ ପୁରସ୍କାର ପାଇଥିଲେ ଓ ସି॰ କେ ॰ ନାଇଡୁ ପୁରସ୍କାର ମଧ୍ୟ ପାଇଥିଲେ ତାଙ୍କ କ୍ରିକେଟ ଅବଦାନ ପାଇଁ  । 
<ref>{{Cite news|title=C.K. Nayudu Lifetime Achievement Award for Durani|url=http://www.thehindu.com/sport/cricket/article2054130.ece|accessdate=27 May 2011|access-date=27 May 2011|newspaper=The Hindu|date=27 May 2011}}</ref>