"ଶତପୁରା ରେଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୪୬ କ ଧାଡ଼ି:
| map_locator =
}}
ଶତପୂରା ଏକ ଭାରତୀୟ ପର୍ବତ ଶ୍ରେଣୀ । ଏହା ପୂର୍ବ ଗୁଜୁରାଟ ରାଜ୍ୟ ରୁ ଆରମ୍ଭ ହେଇ ମହାରାଷ୍ଟ୍ର ସୀମା , ମଧ୍ୟପ୍ରଦେଶ ଓ ଛତିଶଗଦ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ଉତ୍ତରାଞ୍ଚଳର ବିନ୍ଦ୍ୟ ପର୍ବତମାଳା ସହ ସମାନ୍ତରାଳ ଭାବରେ ଯାଇଥାଏ । ଏହି ଦୁଇ ପାର୍ବତ୍ଯ ମାଲା ଭରତ କୁ ଇଣ୍ଡୋ-ଗଙ୍ଗୀୟ ସମତାଳଭୂମି ଓ ଡେକାନ ମାଳଭୂମି ରେମାଳଭୂମିରେ ବିଭକ୍ତ କରେ । ନର୍ମଦା ନଦୀ ଶତପୂରା ରେଞ୍ଜର ଉତ୍ତରାଞ୍ଚଳ  ରୁ ବାହାରି ଆରବ ସାଗର ଯାଇ ପ୍ରବାହିତ ହେଇଥାଏ ।ତପ୍ତି ନଦୀ ଶତପୁରାର ପୂର୍ବ କେନ୍ଦ୍ର ଅଞ୍ଚଳ ରୁ ବାହାରି ସୁରାଟ ଠାରେ ଆରବ ସାଗର ରେସାଗରରେ ପତିତ ହୁଏ । ଦେକ୍କାକ୍ନ ମାଳଭୂମିର ଜଳ ଗୋଦାବରୀ  ଓ ମହାନଦୀ ଦ୍ଵାରା ବାହିତ  ହେଇ ବଙ୍ଗୋପସାଗର ରେବଙ୍ଗୋପସାଗରରେ ପତିତ ହୁଏ ।  
 
== ବ୍ୟୁପତ୍ତି ==
୫୫ କ ଧାଡ଼ି:
 
== ଜୀବ ଓ ଉଦ୍ଭିଦ ==
ଘଞ୍ଚ ଆରଣ୍ୟ ରେଆରଣ୍ୟରେ ପରିପୂର୍ଣ ଏହି ଅଞ୍ଚଳ ରେଅଞ୍ଚଳରେ ବହୁବିଧ ଜୀବ ଜନ୍ତୁ ଓ ପକ୍ଷୀ ରହନ୍ତି । ଏହି ଅଞ୍ଚଳ ରେଅଞ୍ଚଳରେ କାହ୍ନା , ପେଚ , ଗୁଗାମାଳ , ଶତତ୍ପୁରା, ପଞ୍ଚମଢ଼ି ଜୈବ ଉଦ୍ୟାନ , ମେଲଘାଟ ବ୍ୟାଘ୍ର ରିଜର୍ଭ ବୋରୀ ରିଜର୍ଭ ଆରଣ୍ୟ ଆଦି ଅନେକ ସଂରକ୍ଷିତ ଅଞ୍ଚଳ ରହି ଏହାର ପ୍ରକୃତିକ ଜୈବ ସମ୍ପଦ କୁ ସୁରକ୍ଷିତ ରଖିବାର ଉଦ୍ୟମ ହେଇଛି । 
 
== ପର୍ଯ୍ୟଟନ ==
୬୨ କ ଧାଡ଼ି:
* ଶତପୁରା ଜାତୀୟ ପାର୍କ ମଧ୍ୟ ପ୍ରଦେଶର ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ । 
* କାନହା ଜାତୀୟ ପାର୍କ ଏକ ସୁରକ୍ଷିତ ବନ୍ୟା ପ୍ରାଣୀ ଉଦ୍ୟାନ ସହ ଏକ ବ୍ୟାଘ୍ର ରିଜର୍ଭ । ଏଠାରେ ବହୁ ବୈଧ ଜୀବ ଜନ୍ତୁ ରହିଥାନ୍ତି । 
* ବୋରୀ ବନ୍ୟା ପ୍ରାଣୀ ଅଭୟାରଣ୍ୟ ଭାରତର ସର୍ବ ପୁରାତନ ଅଭୟାରଣ୍ୟ । ଏହା 1865 ମସିହା ରେମସିହାରେ ସ୍ଥାପିତ ହେଇଥିଲା । ଏହା ତେବା ନଦୀ କୁଳ ରେକୁଳରେ ଅବସ୍ଥିତ । 
* ମଧ୍ୟ ପ୍ରଦେଶର ବାନ୍ଧବଗଡ ଜାତୀୟ ପାର୍କ ଅନ୍ଯତମ ଆକର୍ଷଣୀୟ ପର୍ଯ୍ୟଟକ ସ୍ଥଳୀ । 
* ଅମରକଣ୍ଟକ ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ ହେବା ସହ ତୀର୍ଥ ସ୍ଥଳୀ ଭାବରେ ମଧ୍ୟ ବିଖ୍ୟାତ ।