"ରିମା କାଗତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୯ କ ଧାଡ଼ି:
| occupation = [[Film director|Director]], [[Screenwriter]]
| years_active = 2007—present
}}'''ରିମା କାଗତି, '''(କାକତି m ({{Lang-as|ৰীমা কাগতি (কাকতি)}}) ଜଣେ ଅସମୀୟ ମହିଳା ଫିଲ୍ମ ନିର୍ଦେଶିକା ଓ ଚିତ୍ରନାଟ୍ୟ ଲେଖିକା । ସେ [[ମୁମ୍ବାଇ]] ସହର ରେସହରରେ କାର୍ଯ୍ୟ କରନ୍ତି । ସେ " ହନିମୁନ ଟ୍ରାଭେଲ ପ୍ରିଭେଟ ଲିମିଟେଡ " ନାମକ ଫିଲ୍ମ ୨୦୦୭ ମସିହା ରେମସିହାରେ ନିର୍ଦେଶନା ଦେଇ ଫିଲ୍ମ ଜଗତ ରେଜଗତରେ ପଦାର୍ପଣ କରିଥିଲେ । ଏହା ପରେ ସେ " ତଲାଶ " ଆଦି ଅନେକ ଫିଲ୍ମ ରେଫିଲ୍ମରେ କାର୍ଯ୍ୟ କରିଛନ୍ତି । 
 
== ପ୍ରାରମ୍ଭିକ ଜୀବନୀ ==
ରିମା ଙ୍କ ଜନ୍ମ [[ଆସାମ]]ର ଗୁଆହାଟି ଠାରେ ହେଇଥିଲା । ସେ ମୁମ୍ବାଇର ସୋଫିଆ ମହିଳା କଲେଜ ରେକଲେଜରେ ଇଂରାଜୀ  ଭାଷା ସାହିତ୍ଯ ରେସାହିତ୍ଯରେ ଡିଗ୍ରୀ କରିଥିଲେ । ପରେ ସେ ସେଠାରେ ସାମାଜିକ ଯୋଗାଯୋଗ ବିଷୟ ନେଇ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । 
 
== କାର୍ଯ୍ୟ ଜୀବନୀ ==
ରିମା ଅନେକ ମୁଖ୍ୟ ନିର୍ଦେଶକ ଙ୍କ ସହ ସହ ନିର୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେଥି ମଧ୍ୟ ରୁ ଫରହାନ ଅଖତାର , ଆଶୁତୋଷ ଗୋବାରିକର , ମୀରା ନାୟାର ଆଦି ଙ୍କ ସହ ଅନେକ ସଫଳ ଫିଲ୍ମ ରେଫିଲ୍ମରେ କାର୍ଯ୍ୟ କରିଥିଲେ । .<ref>{{cite web|url=http://www.bollywoodhungama.com/features/2006/11/07/1798/index.html|title="Initially I had plans to make a dark film; in fact it was darker than an average film" - Reema Kagti|publisher=Bollywoodhungama.com|date=2006-11-07|accessdate=2011-07-04}}</ref>
 
ସେ ଫରହାନ ଅଖାତର ଓ ଯୋୟା ଅଖତାର ଙ୍କ ସହ ଏକ୍ସେଲ ଏଣ୍ଟରଟେନମେଣ୍ଟ   ନାମକ କମ୍ପାନୀ ରେକମ୍ପାନୀରେ ବହୁ ଫିଲ୍ମ ଓ ବିଜ୍ଞାପନ ଫିଲ୍ମ ରେଫିଲ୍ମରେ କାର୍ଯ୍ୟ କରିଆସୁଛନ୍ତି । .<ref>{{cite web|url=http://www.imagineindia.net/archivo/2009/eng/Programme/SeccionIndia/RetroShabanaAzmi/Honeymoon-Travels/honeymoon.html |title=Honeymoon Travels |publisher=Imagineindia.net |date= |accessdate=2011-07-04}}</ref>
 
=== ନିର୍ଦେଶିକା ଭାବରେ ===
" ହନିମୁନ ଟ୍ରାଭେଲ ପ୍ରିଭେଟ ଲିମିଟେଡ " ତାଙ୍କର ପ୍ରଥମ ଅବଦାନ , ନିର୍ଦେଶିକା ଭାବରେ । .<ref>http://www.excelmovies.com/images/Directors/swfs/Directors_Reema.swf</ref> ଏହା ୨୦୦୬ ମସିହା ରେମସିହାରେ ନିର୍ମିତ ହେଇଥିଲା ଓ ତା ପରେ ସେ ତଲାଶ ଫିଲ୍ମ କରିଥିଲେ । <ref>{{cite web|url=http://www.bollywoodhungama.com/news/2010/11/01/14868/index.html |title=Aamir's Khan's next is suspense drama directed by Reema Kagti |publisher=Bollywoodhungama.com |date=2010-11-01 |accessdate=2011-07-04}}</ref>
== ଫିଲ୍ମୋଗ୍ରାଫି ==