"ବ୍ରହ୍ମା ମନ୍ଦିର, ବିନ୍ଦୁସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
'''ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , '''ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମାଳ ନଗରି [[ଭୁବନେଶ୍ଵର]] ରେ ଅବସ୍ଥିତ । ଏହା [[ବିନ୍ଦୁସାଗର]] ପୁଷ୍କରିଣୀର ପୂର୍ବ  ତଟ ନିକଟ ରେନିକଟରେ ଅବସ୍ଥିତ । [[ଲିଙ୍ଗରାଜ ମନ୍ଦିର]] ରାସ୍ତା ରେରାସ୍ତାରେ ଗଲେ ଏହି ମନ୍ଦିର କୁ ପହଞ୍ଚି ହୁଏ । 
 
== ପ୍ରବାଦ ==
ଲୋକ ମୁଖ ରେମୁଖରେ କଥିତ ଅଛି [[ବ୍ରହ୍ମା]] ଭୁବନେଶ୍ଵର କୁ ଆସି ମହାଦେବ ଲିଙ୍ଗରାଜ ଙ୍କ ଅଧିଷ୍ଠାନ ଉତ୍ଶାବ ରେଉତ୍ଶାବରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସ ରେମାସରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜ ଙ୍କ ରୁକୁଣା ରଥର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟ ରେନିକଟରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । 
 
== ସ୍ଥାପତ୍ୟ ==
ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଏହି ମନ୍ଦିରର ୧୫ ତମ ଶତାବ୍ଦୀ ରେଶତାବ୍ଦୀରେ ନିର୍ମିତ ହେଇଥିଲା । ପରେ ତାହା ଭଗ୍ନ ଅବସ୍ଥା କୁ ଆସିବାରୁ ତାକୁ ଗଜପତି ଙ୍କ ଅମଳ ରେଅମଳରେ ପୁନରୁଢହର କରାଯାଇଥିଲା । ଏହି ମନ୍ଦିର ରେମନ୍ଦିରରେ ବ୍ରହ୍ମା ଙ୍କ ଏକ ଚତୁର୍ଦ୍ଧା ମୂର୍ତି ସ୍ଥାପିତ ହେଇଅଛି । ଲିଙ୍ଗରାଜ ମନ୍ଦିର କୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ  ଦର୍ଶନ ଅସମ୍ପୂର୍ଣ ରାହିଜାଏ ।  
 
== ପୁନଶ୍ଚ ଦେଖଣା ==