"ବେଟି ବଚାଓ ବେଟି ପଢ଼ାଓ ଯୋଜନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Removing PM_Modi_at_the_launch_of_“Beti_Bachao,_Beti_Padhao”_programme.jpg, it has been deleted from Commons by Jcb because: per [[:c:Commons:Deletion...
ଟିକେ Bot: Automated text replacement (- ରେ +ରେ )
୧ କ ଧାଡ଼ି:
'''ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ''' ''(Beti Bachao, Beti Padhao)''(BBBP) [[ଭାରତ ସରକାର]]ଙ୍କ ଏକ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । [[ନରେନ୍ଦ୍ର ମୋଦୀ]] ୨୨ ଜାନୁଆରୀ ୨୦୧୫ ରେ୨୦୧୫ରେ [[ହରିଆଣା]]ର ପାନିପଥଠାରେ ଏହି ଯୋଜନାର ଉଦ୍ଘାଟନ କରିଛନ୍ତି । <ref>[http://www.newindianexpress.com/nation/PM-to-Taunch-Beti-Bachao-Beti-Padhao-Programme-from-Haryana/2014/12/31/article2597270.ece PM to Launch 'Beti Bachao, Beti Padhao' Programme from Haryana]</ref><ref>[http://economictimes.indiatimes.com/news/politics-and-nation/pm-narendra-modi-to-launch-beti-bachao-beti-padhao-programme-from-haryana/articleshow/45707186.cms PM Narendra Modi to launch 'Beti Bachao, Beti Padhao' programme from Haryana]</ref> ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ କର୍ପସ ପାଣ୍ଠି ହେଉଛି ୧୦୦ କୋଟି । <ref>[http://wcd.nic.in/tender/Beti_bachao_beti_padhao_campaign_24072014.pdf Beti Bachao, Beti Padhao]</ref>
 
୨୦୧୧ ସେନସସ ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଂଗ ଅନୁପାତ (୦-୬ ବର୍ଷ) ପ୍ରତି ୧୦୦୦ ଟି ପୁଅଙ୍କ ମଧ୍ୟରେ ୯୨୭ ଜଣ ଝିଅ, ଯାହା ଉଲ୍ଲେଖନୀୟ ଭାବେ ୯୧୮କୁ ହ୍ରାସ ଘଟିଛି । <ref>http://wcd.nic.in</ref>