"ବୁନ୍ଦିଆ ଖିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ରେ +ରେ )
୯ କ ଧାଡ଼ି:
*ଅଳେଇଚ ୬ ଟା ଓ ଆବଶ୍ୟକ ଅନୁସାରେ ପାଣି ନେବେ
==ପ୍ରସ୍ତୁତି==
ପ୍ରଥମ କାର୍ଯ୍ୟ ହେଉଛି ଅଳ୍ପ ଅଳ୍ପ ପାଣି ଦେଇ ବେସନକୁ ଫେଣ୍ଟନ୍ତୁ।ଗରମ ଘିଅ ପାତ୍ରରେ ଏହି ଫେଣ୍ଟା ବେସନକୁ ଜାଲି ଚଟୁ ସାହାଯ୍ୟ ରେସାହାଯ୍ୟରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରନ୍ତୁ।ଅଳେଇଚକୁ ଛେଚି ରଖନ୍ତୁ।ଅନ୍ୟ ଏକ ପାତ୍ରରେ ଦୁଧକୁ ଗରମ କରନ୍ତୁ।ଦୁଧ ଭଲ ଭାବେ ଗରମ ହୋଇଗଲେ ସେଥିରେ ଚିନି ପକାନ୍ତୁ।ଦୁଧ ଓ ଚିନିକୁ ଆଉଟି ଆଉଟି ଅଧା କରନ୍ତୁ।ଏଥିରେ ଆଗରୁ ଛଣା ହୋଇ ରହିଥିବା ବୁନ୍ଦିଆକୁ ଦରକାର ଅନୁଯାୟୀ ପକାନ୍ତୁ।ବୁନ୍ଦିଆକୁ ଦୁଧରେ ଚାମଚ ସାହାଯ୍ୟରେ ଚାପି ଚାପି ଦିଅନ୍ତୁ।ଶେଷରେ ବୁନ୍ଦିଆ ଖିରି ରେଖିରିରେ ଅଳେଇଚ ଓ ଛେନାକୁ ପକାନ୍ତୁ ଏବଂ ଗୋଳାଇ ଦିଅନ୍ତୁ।ପ୍ରସ୍ତୁତ ହୋଇଗଲା ପରେ [[ବୁନ୍ଦିଆ ଖିରି|ବୁନ୍ଦିଆ]] ଖିରିକୁ ଚୁଳ୍ଲିରୁ ତଳକୁ ଓହ୍ଲାଇ ଦିଅନ୍ତୁ।ଏଥର ପ୍ରସ୍ତୁତ ହୋଇଗଲା ବୁନ୍ଦିଆ ଖିରି।
 
[[ଶ୍ରେଣୀ:ଖାଦ୍ୟ]]