"ବୀରକିଶୋର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
ଟିକେ Bot: Automated text replacement (- ରେ +ରେ )
୩୪ କ ଧାଡ଼ି:
 
==ଶିକ୍ଷା==
ଗ୍ରାମ ଚାଟଶାଳୀ ରେଚାଟଶାଳୀରେ ପ୍ରାଥମିକ ଶିଷା ସମାପ୍ତ ପରେ କଟକର ଭିକ୍ଚୋରିଆ ଊଚ୍ଚବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୧୧ ମସିହାରେ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କଟକ କଲେଜରେ ଏଫ୍.ଏ (F.A) ପଢିଥିଲେ, ମାତ୍ର ସମ୍ପୂର୍ଣ୍ଣ କରିନଥିଲେ ।
 
==ସଂକ୍ଷିପ୍ତ ଜୀବନ==
୧୯୨୩ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଧରମାନନ୍ଦ ପଟ୍ଟନାୟକଙ୍କର କନ୍ୟା ଶାରଦାଙ୍କ ସହ ବିବାହ କରିଥିଲେ । କଟକର ପ୍ୟାରୀମୋହନ ଏକାଡେମୀରେ ଅସ୍ଥାୟୀ ଶିକ୍ଷକତା, ପରେ ସରକାରୀ କିରାଣୀ ଚାକିରି କରିଥିଲେ । ମାତ୍ର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସରକାରି ଚାକିରି ଛାଡିଥିଲେ । ୧୯୩୦ରେ ଲବଣ ସତ୍ୟାଗ୍ରହ ରେସତ୍ୟାଗ୍ରହରେ ଯୋଗଦାନ କରିଥିଲେ । ସଂଗ୍ରାମୀ ଜୀବନରେ ତାଙ୍କୁ ସାତଥର ଜେଲ ଦଣ୍ଡ ଭୋଗିଥିଲେ ଏବଂ ପୁଲିସ୍ ତାଙ୍କର ଅନେକ ପାଣ୍ଡୁଲିପି ନଷ୍ଟ କରିଦେଇଥିଲା । ସ୍ୱାଧୀନତା ପରେ କଟକ ସଦର ଲୋକାଲ୍ ବୋର୍ଡ ଚେୟାରମ୍ୟାନ ପଦଗ୍ରଦଣ କରିଥିଲେ । ସେ [[ଓଡ଼ିଶା ବିଧାନ ସଭା|ଦ୍ଵିତୀୟ ବିଧାନ ସଭା]]<ref>{{cite web|title=LIST OF MEMBERS OF ORISSA LEGISLATIVE ASSEMBLY 1951–2004|url=http://orissa.gov.in/e-magazine/orissaannualreference/ORA-2004/pdf/list_of_members_of_OLA-1951-2004.pdf|work=Odisha Reference Annual|accessdate=23 November 2014}}</ref> ଓ ପୁସ୍ତକ ଜାତୀୟ କାରଣ କମିଟିର ସଭ୍ୟ ରହିଥିଲେ । ୧୯୭୩ ମସିହା ଏପ୍ରିଲ୍ ୨୮ ତାରିଖ ଦିନ କଟକ ସ୍ଥିତ ସ୍ୱରାଜ ଆଶ୍ରମରେ ମୃତ୍ୟୁବରଣ କରିଥିଲେ ।
 
==ଲେଖକ ଜୀବନ==