ଫ୍ରାଙ୍କଲିନ ଡି॰ରୁଜଭେଲଟ ( ଜାନୁୟାରୀ ୩୦ , ୧୮୮୨-ଏପ୍ରିଲ ୧୨, ୧୯୪୫ ) , ଜଣେ ଆମେରିକୀୟ ନାଗରିକ ତଥା ରାଜନୈତିକ ନେତା , ଯିଏ ଆମେରିକା ଯୁକ୍ତରାଷ୍ଟ୍ରର ୩୨ ତମ ରାଷ୍ଟ୍ରପତି ଭାବରେ ୧୯୩୩ ରୁ ୧୯୪୫ ପର୍ଯ୍ୟନ୍ତ ଥିଲେ । ଜେନ ଗଣତନ୍ତ୍ର ବାଦୀ ଭାବରେ ରେଭାବରେରେ ରେକର୍ଡ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ରେନିର୍ବାଚନରେ ବିଜୟୀ ହେଇଥିଲେ ଏବଂ ୧୯୩୨ ପରେ ସେ ତାଙ୍କ ଦଳର ଅପ୍ରତିଦ୍ଵନ୍ଦୀ ନେତା ଭାବରେ ରହିବା ସହ ବିଂଶ ଶତାବ୍ଦୀର ମଧ୍ୟ ଭାଗ ରେଭାଗରେ ସାରା ପୃଥିବୀର ଜେନ କେନ୍ଦ୍ରୀୟ ବ୍ୟକ୍ତିତ୍ବ ରହିଥିଲେ । ସେହି ସମୟ ମଧ୍ୟ ରେମଧ୍ୟରେ ବିଶ୍ୱବ୍ୟାପି ଅର୍ଥନୈତିକ ମାନ୍ଦା ଅବସ୍ଥା ତଥା ସମ୍ପୂର୍ଣ ଯୁଦ୍ଧ ପରିସ୍ଥିତି ରେପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକା କୁ ଦୃଢ ନେତୃତ୍ଵ ଦେଇ ପାରିଥିଲେ । ତାଙ୍କ ପ୍ରାୟୋଜିତ ଉପଶମ , ପୁନରୁଦ୍ଧାର ଏବଂ ସଂସ୍କାର କାର୍ଯ୍ୟକ୍ରମ ଯାହା " ନୂତନ ବ୍ୟବସ୍ଥା " ଭାବରେ ପରିଚିତ ଥିଲା , ସେଥିରେ ସାଯୁକ୍ତ ସରକାର ରାଷ୍ଟ୍ରର ଅର୍ଥନୀତି ସହିତ ବିସୃତ ଭାବରେ ଜଡିତ କରି ଥିଲେ । ଡେମୋକ୍ରାଟ ଦଳର ଜଣେ ପ୍ରଭାବଶାଳି ନେତା ହିସାବ ରେହିସାବରେ ସେ ମିଳିତ ଶ୍ରମିକ ସଂଘ , ଗୋରା ମୂଳ ଅଧିବାସୀ , ଆଫ୍ରିକୀୟ ଆମେରିକାନ , ଉତ୍ତରାଞ୍ଚଳ ଆମେରିକାର ଗ୍ରାମୀଣ ଗୋରା ଅଧିବାସୀ ସମସ୍ତଙ୍କୁ ଏକଜୁଟ କରି ଏକ ' ନୂତନ ବ୍ୟବସ୍ଥାପିତ ସଂଘ ' ଗଠନ କରିଥିଲେ , ଯାହାକି ଡେମୋକ୍ରାଟ ଦଳର ପୂର୍ଣା ସମର୍ଥନ ହାସଲ କରିଥିଲା । ତାଙ୍କ ସମୟକାଳ ମଧ୍ୟରେ ଆମେରିକୀୟ ରାଜନୀତି ରେରାଜନୀତିରେ ପୁନଃ - ସମୀକରଣ ଘଟି ' ପଞ୍ଚମ ଦଳୀୟ ବ୍ୟବସ୍ଥା 'ର ଅୟମାରମ୍ଭ ହେଇ ବିଂଶ ଶତାବ୍ଦୀର ତୃତୀଯାଂଶ ରେତୃତୀଯାଂଶରେ ଆମେରିକୀୟ ଉଦରବାଦୀତ୍ଵର ବିସ୍ତାର ହେଇଥିଲା ।
[[ଫାଇଲ:Franklin-Roosevelt-1884.jpg|thumb|୧୮୮୪ ରେ୧୮୮୪ରେ ୨ ବର୍ଷ ବୟସ୍କ ତରୁଣ ରୁଜଭେଟ.{{Efn|It was common for boys to wear what was considered "gender-neutral" clothing, thus boys wore dresses up until they were 6 or 7.<ref>{{cite web|title=When Did Girls Start Wearing Pink?|publisher=Smithsonian|date=2011-04-17|url=http://www.smithsonianmag.com/arts-culture/when-did-girls-start-wearing-pink-1370097/}}</ref>}}]]
* Anna Eleanor Roosevelt (May 3, 1906 – December 1, 1975)
* James Roosevelt II (December 23, 1907 – August 13, 1991)
=== ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରଚାର ===
[[ଫାଇଲ:Franklin_D._Roosevelt_and_James_Cox_in_Dayton,_Ohio_-_NARA_-_197236.jpg|thumb|୧୯୨୦ ମସିହା ରେମସିହାରେ କକ୍ସ ଓ ରୁଜଭେଲ୍ଟ ଅହିଓ ଠାରେ ]]
== Polio ==
=== ପ୍ରଥମ କାର୍ଯ୍ୟକାଳ , ୧୯୩୩-୩୭ ===
[[ଫାଇଲ:FDR_Inauguration_1933.jpg|thumb|୧୯୩୩ ରେ୧୯୩୩ରେ ଶପଥ ଗ୍ରହଣ ଦିବସ ରେଦିବସରେ ବିଦାୟୀ ରାଷ୍ଟ୍ରପତି ହୋବର୍ଟ ହୂଭର ଙ୍କ ସହ ରୁଜଭେଳଟ , .]]
==== Second New Deal, 1935–36 ====
|