"ଉଇକିକଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୦ କ ଧାଡ଼ି:
 
'''ଉଇକିକଥା''' ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନ ଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବର ଦ୍ୱାରା କାର୍ଯ୍ୟାନ୍ବିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।<ref>{{cite news
| author=DeVinney, Gemma | title = ଉଇକିକଥା: Another source for quotes on the Web |url=http://www.buffalo.edu/ubreporter/archives/vol38/vol38n19/columns/eh.html | work=UB Reporter | publisher=ବଫେଲୋ ବିଶ୍ୱବିଦ୍ୟାଳୟ | date =18 ଜୁନ 2007| accessdate = 21 ନଭେମ୍ବର 2010}}</ref>
ଉଇକିକଥା ର ପୃଷ୍ଠା ଉଲ୍ଲେଖନୀୟ ବ୍ୟକ୍ତିତ୍ୱର [[ଉଇକିପିଡ଼ିଆ]]ରେ ତିଆରି ଲେଖାରୁ ଅନ୍ତର୍କୋଡିୟ ଦ୍ୱାରା ଯୋଡି ହୋଇରହିଛି ।<ref>{{cite news|url=http://archives.dawn.com/weekly/science/archive/070127/science15.htm|title=It's all about Wikis|author= अहसान, हाफ़्सा |date= २७ जनवरी २००७|work= डॉन समाचारपत्र}}</ref>
 
ମୂଳ ପରିଯୋଜନା ପୂର୍ଣତଃ ଇଂରାଜୀରେ ଆରମ୍ଭ କରାଯାଇଥିଲା , ଜୁଲାଇ 2004 ମସିହାରେ ଏକ ଅନ୍ୟ ସଂସ୍କରଣ ଦ୍ୱାରା ଅତିରିକ୍ତ ଭାଷା କୁ ମଧ୍ୟ ଏଥିରେ ସମ୍ମିଳିତ କରିବାର ଆରମ୍ଭ କରାଗଲା ।
 
== ଇତିହାସ==
[[File:Wikiquote growth.png|thumb|right|ଆଠଟି ସବୁଠାରୁ ବଡ଼ ଉଇକିକଥାର ବିକାଶ]]
 
{| class="wikitable"
|-
! ଦିନ
! ଘଟଣା
|-
| <center>27 ଜୁନ 2003
| ଅସ୍ଥାୟୀ ରୂପରେ ବୋଲଫ ଭାଷା ଉଇକିପିଡ଼ିଆରେ ଭର୍ତ୍ତି କରାଗଲା(wo.wikipedia.com)
|-
| <center>10 ଜୁଲାଇ 2003
| ନିଜ ଉପଡ଼ୋମେନ ସୃଜିତ କରାଗଲା(quote.wikipedia.org)
|-
| <center>25 ଅଗଷ୍ଟ
| ନିଜ ଉପଡୋମେନ ସୃଜିତ (wikiquote.org)
|-
| <center>17 ଜୁଲାଇ 2004
| ନୂତନ ଭାଷା ଜୋଡଗଲା
|-
| <center>13 ନଭେମ୍ବର 2004
| ଇଂରାଜୀ ସଂସ୍କରଣ 2000 ପୃଷ୍ଠାରେ ପହଞ୍ଚିଲା
|-
| <center>ନଭେମ୍ବର 2004
| ଭାଷା ସଂଖ୍ୟା 24 ରେ ପହଞ୍ଚିଲା
|-
| <center> ମାର୍ଚ୍ଚ 2005
| ପୂର୍ଣ୍ଣ ପୃଷ୍ଠା ସଂଖ୍ୟା 10,000 ପହଞ୍ଚିଲା । ଇଂରାଜୀ ସଂସ୍କରଣ 3000 ନିକଟରେ ପହଞ୍ଚିଲା ।
|-
| <center> ଜୁନ 2005
| ଭାଷା ସଂଖ୍ୟା 35 କୁ ପହଞ୍ଚିଲା , ଯେଉଁଥିରେ ପାରମ୍ପରିକ ଲାଟିନ ଏବଂ ଏକ କୃତ୍ରିମ ଏସ୍ପେରେଣ୍ଟ ଥିଲା ।
|-
| <center> 4 ନଭେମ୍ବର 2005
| ଇଂରାଜୀ ଉଇକିକଥା ଲେଖା ସଂଖ୍ୟା 5000 କୁ ପହଞ୍ଚିଲା
|-
| <center> ଏପ୍ରିଲ 2006
| ଫ୍ରାନ୍ସ ଉଇକିକଥାକୁ ବୈଧାନିକ କାରଣରୁ ବନ୍ଦ କରାଗଲା
|-
| <center> 4 ଡିସେମ୍ବର 2006
| ଫ୍ରାନ୍ସ ଉଇକିକଥା ପୁନଃ ଆରମ୍ଭ ହେଲା
|-
| <center> 7 ମଇ 2007७
| ଇଂରାଜୀ ଉଇକିକଥା ଲେଖା ସଂଖ୍ୟା 10000 କୁ ପହଞ୍ଚିଲା
|-
| <center>ଜୁଲାଇ 2007
| ଭାଷା 400 ହେଲା
|-
| <center> ଫ୍ରେବୃଆରୀ 2010
| ସମସ୍ତ ଭାଷା କୁ ମିଶାଇ ପୂର୍ଣ୍ଣ ଲେଖା ସଂଖ୍ୟା 1,00,000 କୁ ପହଞ୍ଚିଲା
|-
| <center> 7 ଫ୍ରେବୃଆରୀ 2016
| ହିନ୍ଦୀ ଉଇକିକଥାର ଲେଖା ସଂଖ୍ୟା 100 ରେ ପହଞ୍ଚିଲା
|}
{{-}}
 
== ବହୁଭାଷୀ ସହଯୋଗ ==
 
ଜୁଲାଇ 2004 ମସିହାରେ ପାଖାପାଖି 70 ଉପଡୋମେନ ଆରମ୍ଭ କରାଗଲା । 28 ନଭେମ୍ବର 2010 ମସିହାରେ ଆଙ୍କଡୋ ଅନୁସାରେ 25 ସଂସ୍କରଣ ହୋଇଥିଲା, ପ୍ରତ୍ୟେକରେ 1000 ରୁ ଅଧିକ ଲେଖାଥିଲା । ସବୁଠାରୁ ବଡ଼ ଉଇକିକଥା 22,600 ଲେଖା ସହିତ ପୋଲିଶ ଉଇକିକଥା ଥିଲା, ଯାହାପରେ ଇଂରାଜୀ, ଇଟାଲୀୟନ, ଜର୍ମାନୀ ଏବଂ ଋଷ ପରିୟୋଜନା ରହିଥିଲା ଯେଉଁଥିରେ 5000 ରୁ ଅଧିକ ଲେଖାଥିଲା । ଏହାପରେ ଶ୍ଳୋବାକ, ବଗ୍ଲାରୀୟ, ବର୍ଣିୟାଇ, ତୁର୍କୀ, ଫ୍ରାନ୍ସ (ଯାହା ଡିସେମ୍ବର 2006 ମସିହାରେ ପୁନଃ ଆରମ୍ଭ ହୋଇଥିଲା) ରହିଥିଲା । 53ଟି ଭାଷା ସଂସ୍କରଣରେ 100 କିମ୍ବା ଅଧିକ ଲେଖାଥିଲା ।<ref>{{cite web |title=Wikiquote Statistics|url=http://meta.wikimedia.org/wiki/Wikiquote#Statistics| work=[[Wikipedia:Meta]]|accessdate= 29 ନଭେମ୍ବର 2010}}</ref>
 
==ଆଧାର==
"https://or.wikipedia.org/wiki/ଉଇକିକଥା"ରୁ ଅଣାଯାଇଅଛି