"ଗିଡନ୍ ସଣ୍ଡ୍‌ବ୍ୟାକ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ DEFAULTSORT replacement, replaced: {{DEFAULTSORT: → {{Hide text|
ଟିକେ Bot: Automated text replacement (- ରେ +ରେ )
୪୪ କ ଧାଡ଼ି:
 
== [[ପୃଷ୍ଠଭୂମି]] ==
[[ସ୍ୱିଡେନ୍‌ର]] ଏକ ଚାଷବହୁଳ ଅଞ୍ଚଳରେ ଓଟ୍ଟୋ ଫ୍ରେଡ୍ରିକ୍ ଗିଡନ୍ ସଣ୍ଡ୍‌ବ୍ୟାକ୍ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜୋନାସ୍ ଓଟ୍ଟୋ ମାଗ୍ନୁସନ୍ ସଣ୍ଡ୍‌ବ୍ୟାକ୍ ଜଣେ ଉନ୍ନତ ଚାଷୀ ଥିଲେ । ତାଙ୍କ ମାତାଙ୍କ ନାମ ହେଉଛି କ୍ରିଷ୍ଟିନା କାରୋଲିନା କ୍ଲାସ୍‌ଡୋଟ୍ଟର୍ । ସ୍ୱିଡେନ୍‌ରେ ଶିକ୍ଷା ସମାପ୍ତ ପରେ ସେ ଜର୍ମାନୀ ଯାଇ ବିଙ୍ଗେନ୍-ଆମ୍-ରେଇନ୍‌ସ୍ଥିତ ପଲିଟେକ୍ନିକ୍ ବିଦ୍ୟାଳୟରେ ପଢ଼ିଲେ । ୧୯୦୩ ରେ୧୯୦୩ରେ ସେ ଇଞ୍ଜିନିୟର୍ ପରୀକ୍ଷା ଦେଲେ । ୧୯୦୫ ରେ୧୯୦୫ରେ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ଥାନାନ୍ତରିତ ହେଲେ ।
 
== ଚାକିରୀ ଜୀବନ ==
୧୯୦୫ ରେ୧୯୦୫ରେ ଗିଡନ୍ ସଣ୍ଡ୍‌ବ୍ୟାକ୍ ପେନ୍‌ସିଲ୍‌ଭାନିଆର ଏକ କମ୍ପାନୀରେ କାର୍ଯ୍ୟ କରିବା ଆରମ୍ଭ କଲେ । ୧୯୦୬ ରେ୧୯୦୬ରେ ସଣ୍ଡ୍‌ବ୍ୟାକ୍ ୟୁନିଭର୍ସାଲ୍ ଫାଷ୍ଟେନର୍ କମ୍ପାନୀ, ହୋବୋକେନ୍, ନ୍ୟୁ ଜର୍ସୀରେ ନିଯୁକ୍ତି ପାଇଲେ । ୧୯୦୯ ରେ୧୯୦୯ରେ ସଣ୍ଡ୍‌ବ୍ୟାକ୍ ସ୍ୱେଡିଶ୍ ଜନ୍ମିତ ପିଟର୍ ଆରୋନ୍‌ସନ୍‌ଙ୍କ କନ୍ୟା ଏଲ୍‌ଭିରା ଆରୋନ୍‌ସନ୍‌ଙ୍କୁ ବିବାହ କଲେ । ପରେ ସେ ୟୁନିଭର୍ସାଲ୍ ଫାଷ୍ଟେନର୍‌ର ମୁଖ୍ୟ ଡିଜାଇନର୍ ପଦବୀକୁ ପଦୋନ୍ନୀତ ହେଲେ ।
 
୧୯୦୬ ରୁ ୧୯୧୪ ଭିତରେ ସେ ଜିପର୍ ତିଆରିରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ।ଏଲିଆସ୍ ହୋୱେ, ମାକ୍ସ୍ ଉଲ୍‌ଫ୍ ଏବଂ ହ୍ୱିଟ୍‌କମ୍ବ୍ ଜୁଡ଼୍‌ସନ୍‌ଙ୍କ କାର୍ଯ୍ୟକୁ ସେ ଆଗକୁ ବଢ଼ାଇଥିଲେ ।