"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୨ କ ଧାଡ଼ି:
 
== ଗଙ୍ଗାଧର ମେହେର କଲେଜ ବାବଦ ରେ ==
୧୯୪୪ ମସିହା ରେମସିହାରେ ସମ୍ବଲପୁର ସହର ରେସହରରେ ଏହି ମହାବିଦ୍ୟାଳୟ ସମ୍ବଲପୁର କଲେଜ ନାମରେ ପ୍ରତିଷ୍ଠିତ ହେଇ ତତ୍ କାଳୀନ ଜିଲ୍ଲା ସ୍କୁଲ ରେସ୍କୁଲରେ ଆରମ୍ଭ ହେଇଥିଲା । ପରେ ପଶ୍ଚିମ ଓଡ଼ିଶାର ଖ୍ୟାତନାମା କବି [[ଗଙ୍ଗାଧର ମେହେର]] ଙ୍କ ନାମାନୁସାରେ ଏହାର ନାମ ' ଗଙ୍ଗାଧର ମେହେର କଲେଜ ' ହେଲା । ଏହା ପ୍ରଥମେ ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହା ରେମସିହାରେ ହିଁ   ସ୍ଥାପିତ ହେଇଥିଲା ।ପରେ ୧୯୬୭ ମସିହା ରେମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ଵତଃ ଅନୁବନ୍ଧିତ ହେଲା ।
  
 
ମାତ୍ର ୧୯୨ ଜଣ ଛତ୍ର ଛାତ୍ରୀ ଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷ୍ୟା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟ ରେମହାବିଦ୍ୟାଳୟରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା , ବିଜ୍ଞାନ , ବାଣିଜ୍ୟ ବିଭାଗ ସହ କମ୍ପୁଟର ପ୍ରୟୋଗ ବିଭାଗ , ବୟନ କଳା ବିଭାଗ , ଫୋଟୋଗ୍ରାଫି ଶିକ୍ଷ୍ୟା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା Diploma in Bio-Informatics, B.B.A., M.B.A. and B.Sc. Information Science and Telecommunication ମଧ୍ୟ ଅନ୍ତର୍ଭୁକ୍ତ କରା ଯାଇଛି । 
 
ସ୍ଵୟଂ ଚାଳିତ ମାନ୍ୟତା 
୧୯୯୧ ମସିହା ରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ଵାରା ସ୍ଵୟଂ ଚାଳିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା । ଏହା ଦ୍ଵାରା ଏହି ମହାବିଦ୍ୟାଳୟ ନିଜର ପରିକ୍ଷ୍ୟା ପରିଚାଳନା ସହ , ପାଠ୍ୟସୁଛି , ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗ ରେବିଭାଗରେ M॰Phill ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ । 
 
== ଏଡମିସନ ==
ଏହାର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତର ରେସ୍ତରରେ ଆଡମିସନ ଓଡ଼ିଶା ସରକାର ଙ୍କ SAMS ମାଧ୍ୟମ ରେମାଧ୍ୟମରେ ହେଉ ଥିବା ବେଳେ ସ୍ନାତକୋତ୍ତର ଶ୍ରେଣୀ ରେଶ୍ରେଣୀରେ ବିଶ୍ୱବିଦ୍ୟାଳୟର ନିଜସ୍ଵ ମାନଦଣ୍ଡ ଅନୁସାରେ ଚୟନ ହୁଏ । ଏହାର M॰ C ॰ A॰ ବିଭାଗ ପାଇଁ ଆଡମିସନ BPUT ତରଫ ରୁ ହାଉଥିବା ଜଏଣ୍ଟ ଏଣ୍ଟରାନ୍ସ ପରିକ୍ଷ୍ୟା ଜରିଆ ରେଜରିଆରେ ହେଇଥାଏ । <div class="reflist" style=" list-style-type: decimal;">
<references /></div>