"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୨୧ କ ଧାଡ଼ି:
==ଇତିହାସ==
 
କ୍ଲାଉଡ଼ ଟେକ୍ନୋଲୋଜିର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ କିଛି ଜାଣିବାକୁ ମିଳିନାହିଁ । ଏହାର ବିଜ୍ଞାନ ସମ୍ବନ୍ଧୀୟ ଅର୍ଥ ହେଉଛି ଯେ କୌଣସି ବସ୍ତୁର ଏକ ବଡ ଏକତ୍ରୀକରଣ ଯାହା ଦୂରରୁ ଏକ କ୍ଲାଉଡ଼ ଭଳି ଦେଖା ଯାଏ ଓ ସେମାନଙ୍କ ବିଷୟରେ କିଛି ସବିଶେଷ ତଥ୍ୟ ନଥାଏ । କ୍ଲାଉଡ଼ କୁ ଆଗରୁ ଇଣ୍ଟରନେଟ ଓ କମ୍ପୁଟର ନେଟୱର୍କ କୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା । କ୍ଲାଉଡ଼ ଚିତ୍ରଟି ୧୯୭୭ ମସିହାରେ ARPANET<ref>{{cite web|url=http://www.computerhistory.org/internet_history/internet_history_70s.html|title=Internet History 1977}}</ref> ରମସିହାରେ ଓ ୧୯୮୧ ରେ୧୯୮୧ରେ CSNET ର<ref>{{cite web|url=http://gu.friends-partners.org/Bookwriting/PART_I/Chapter_I/Total/Insertions/NSF/CSNET/CSNET.html|title=National Science Foundation, "Diagram of CSNET," 1981}}</ref> କଂପ୍ୟୁଟିଂଗ୍ ଜଂତ୍ରର ପ୍ରତିନିଧିତ୍ବ କରିବାକୁ ବ୍ୟବହୃତ ହେଉଥିଲାର ।
 
କ୍ଲାଉଡ଼ ଟେକ୍ନୋଲୋଜି ବିଷୟରେ ପ୍ରଥମଥର ପାଇଁ Compacର ଇଂଟରନାଲ ଡକୁମେଣ୍ଟ ରେଡକୁମେଣ୍ଟରେ ଏହି ପ୍ରସଙ୍ଗ ଦେଖିବାକୁ ମିଳିଥିଲା<ref>{{Cite news | title=Who Coined 'Cloud Computing'? | author=Antonio Regalado | date= 31 October 2011 | work= Technology Review | publisher= MIT | url=http://www.technologyreview.com/news/425970/who-coined-cloud-computing/ | accessdate=31 July 2013 }}</ref> ।
 
କିନ୍ତୁ କ୍ଲାଉଡ଼ ଟେକ୍ନୋଲୋଜିର ଲୋକପ୍ରିୟତା ୨୦୦୬ ରେ୨୦୦୬ରେ ଦେଖିବାକୁ ମିଳିଥିଲା ଯେବେ Amazon.com Elastic Compute Cloud କୁ ପରିଚିତ କରିଥିଲା<ref>{{cite web|url=https://aws.amazon.com/about-aws/whats-new/2006/08/24/announcing-amazon-elastic-compute-cloud-amazon-ec2---beta/ |title=Announcing Amazon Elastic Compute Cloud (Amazon EC2) - beta |publisher=Amazon.com |date=2006-08-24 |accessdate=2014-05-31}}</ref> ।
 
==ସ୍ଥାପତ୍ୟ==
୪୦ କ ଧାଡ଼ି:
<p>୧. '''ଚାହିଦା ହିସାବରେ ନିଜସ୍ଵ ସେବା''' - ଯେ କୌଣସି ଗ୍ରାହକ ନିଜ ଦରକାର ହିସାବରେ ନିଜର କ୍ଲାଉଡ଼ର ଷ୍ଟୋରେଜ, କଂପ୍ୟୁଟିଂଗ୍ କ୍ଷମତା, ସର୍ଭରର ଟାଇମ ଓ ଅନ୍ୟ ବ୍ୟବହାରକାରୀଙ୍କ ସହିତ ପାରସ୍ପରିକ କ୍ରିୟାର କ୍ଷମତା କୁ ଉନ୍ନତମାନ କରାଯାଇପାରିବ ଅନ୍ୟଥା ବଦଳ ମଧ୍ୟ କରାଯାଇପାରିବ ।
<br>
୨. '''ପ୍ରସସ୍ତ ନେଟଵାର୍କ୍ ପ୍ରବେସ ସୁବିଧା''' - ଇଣ୍ଟରନେଟ ରେଇଣ୍ଟରନେଟରେ କ୍ଲାଉଡ଼ ପାଇଁ ଅନେକ କ୍ଷମତା ଯୁକ୍ତ ଗୁଣ ରହିଛି ଏବଂ ତାହା ଷ୍ଟାଣ୍ଡାର୍ଡ ଜଂତ୍ରକ୍ରିୟା ଦ୍ବାରା ଆଗକୁ ବଢା ଯାଇପାରିବ । ଏହା ଛୋଟ ଓ ବଡ କ୍ଲାଏଣ୍ଟ ପ୍ଲାଟଫର୍ମ ରୂପରେ ବୃଦ୍ଧି ହୋଇପାରିବ ।
<br>
୩. '''ସାଧନ ପାଇବା''' - ପ୍ରୋଭାଇଡର ଙ୍କ କମ୍ପ୍ୟୁଟିଂ ସାଧନ ଅନେକ ଗ୍ରାହକଙ୍କ ସହିତ ଯୋଡ଼ା ଯାଇପାରିବ । ଏହା ଗ୍ରାହକଙ୍କ ଡିମାଣ୍ଡ ପୂର୍ଣ୍ଣ କରିବାକୁ ସହାୟତା ଦେବ ।
୫୪ କ ଧାଡ଼ି:
===ଆପ୍ଲିକେସନ===
 
ଏକ କ୍ଲାଉଡ଼ ଆପ୍ଲିକେସନ, କ୍ଲାଉଡ଼ ମଡେଲର ସଫ୍ଟୱେର ଆର୍କିଟେକଚର ଉପରେ ପ୍ରଭାବ ପକାଇଥାଏ । ଏହା ସଫ୍ଟୱେର ଇଂସ୍ଟଲ କରିବା ଓ ଆପ୍ଲିକେସନ ନିଜ କମ୍ପ୍ୟୁଟର ରେକମ୍ପ୍ୟୁଟରରେ ଚଳାଇବାର ଅତ୍ୟଧିକ କର୍ମ କରିବାକୁ ଦରକାର ହୁଏ ନାହିଁ । ଉଦାହରଣ ସ୍ୱରୂପ:-
 
* ପିୟର ଟୁ ପିୟର (Bittorrent, SETI@home, Skype)