"କିରଣ ରାଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରେ +ରେ )
୧୪ କ ଧାଡ଼ି:
 
== ପ୍ରାର୍ଥମିକ ଜୀବନୀ ==
ବର୍ତମାନର ତେଲେଙ୍ଗାନା ରାଜ୍ୟ ରେରାଜ୍ୟରେ ବାନାପାର୍ଥୀ ଜିଲ୍ଲା ରେଜିଲ୍ଲାରେ  ସେ ନଭେମ୍ବର ୭ , ୧୦୭୩ ରେ୧୦୭୩ରେ ଜନ୍ମ ଗ୍ରହଣ କରିଥିଲେ । .<ref name="birthday" /><ref name="gupta" /><ref>[http://tiff.net/filmsandschedules/tiff/2010/tbd 2010 Films - Dhobi Ghat] {{webarchive|url=https://web.archive.org/web/20110824133925/http://tiff.net/filmsandschedules/tiff/2010/tbd|date=24 August 2011}}</ref> ତେବେ ସେ ତାଙ୍କର ବାଲ୍ୟ କାଳ କଲିକତା ରେକଲିକତାରେ ବିତେଇଥିଲେ ଓ ସେଠାରେ   ଲରେଟୋ ହାଉସ ରେହାଉସରେ ଶିକ୍ଷ୍ୟା ପାଇଥିଲେ । ୧୯୯୨ ମସିହା ରେମସିହାରେ ତାଙ୍କ ପରିବାର ମୁମ୍ବାଇ କୁ ଆସି ରହିଲେ । ସେଠାରେ ସେ ସୋଫିଆ କଲେଜ ରେକଲେଜରେ ଅର୍ଥନୀତି ସହିତ ଡିଗ୍ରୀ ଶିକ୍ଷ୍ୟା ନେଇଥିଲେ । .<ref name="gupta" /> ଏହା ପରେ ସେ ସାମାଜିକ କମ୍ୟୁନିକେଶନ ଟ୍ରେନିଂ ମଧ୍ୟ ନେଇଥିଲେ । ତାହା ପରେ ସେ ନୂଆ ଦିଲ୍ଲୀ କୁ ଆସି ସେଠାରେ ଯାମିଆ ମିଳିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ରେବିଶ୍ୱବିଦ୍ୟାଳୟରେ ମାସ କମ୍ୟୁନିକେଶନ ରେକମ୍ୟୁନିକେଶନରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । .<ref>{{cite web|url=http://www.tehelka.com/story_main48.asp?filename=hub220111DEAR_MR.asp|title=Dear Mr. Subhash Ghai, my name is Kiran Rao|volume=8|issue=3|date=22 January 2011|work=Tehelka Magazine}}</ref> Actress Aditi Rao Hydari is Rao's first cousin.
 
== ଫିଲ୍ମ ଜୀବନୀ ==
* {{IMDb name|1444479|id=1444479}}
[[ଫାଇଲ:KiranRao.jpg|ଡାହାଣ|thumb|Rao in August 2013]]
କିରଣ  ଙ୍କ ପ୍ରଥମ ଫିଲ୍ମ ଥିଲା ଆଶୁତୋଷ ଗୋୱାରିକର ଙ୍କ " ଲଗାନ " । ସେଥିରେ ସେ ସହ - ନିର୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଓ ଫିଲ୍ମ ଟି ଖୁବ ସଫଳ ହେଇଥିଲା । ଲଗାନ ୭୪ ତମ ଏକାଡେମି ପୁରସ୍କାର ପାଇଁ ନିଦେଶ୍ୟ ଭାଷା ଫିଲ୍ମ ଭାବରେ ମନୋନଯନ ସ୍ତର ଯାଏ ପହଞ୍ଚିଥିଲା । କିରଣ ଏହା ପରେ ଆଶୁତୋଷ ଙ୍କ ସହ " ସ୍ଵଦେଶ " , " WE, The People " ପରି ଫିଲ୍ମ ରେଫିଲ୍ମରେ କାମ କରିଥିଲେ ଓ " ଦିଲ ଚାହତା ହେ  " ଫିଲ୍ମ ରେଫିଲ୍ମରେ ଏକ ଚରିତ୍ର ଭୂମିକା ରେଭୂମିକାରେ ଅଭିନୟ <ref>{{Cite web}}</ref>ମଧ୍ୟ କରିଥିଲେ । ମୀରା ନାୟାର ଙ୍କ ଏକାଡେମି ପୁରସ୍କାର ପାଇଁ ମନୋନୀତ ଫିଲ୍ମ " Monsoon Wadding " ସେ କିରଣ ସହାୟକ ନିର୍ଦେଶିକା ଭାବରେ କାର୍ଯ୍ୟ କରିଥିଲେ । <ref>[http://entertainment.in.msn.com/bollywoodthisdecade/coupleofthedecade/gallery.aspx?cp-documentid=3397575&page=2 Kiran Rao]</ref> 
 
୨୦୧୧ ମସିହା ରେମସିହାରେ ସେ ନିଜସ୍ଵ ଲେଖା ରେଲେଖାରେ " ଧୋବୀ ଘାଟ " ଫିଲ୍ମ ନିର୍ଦେଶନା ଦେଇଥିଲେ । .<ref>{{Cite news|work=The Times of India|title=Aamir is a dream producer: Kiran Rao|url=http://timesofindia.indiatimes.com/entertainment/bollywood/news-interviews/Aamir-is-a-dream-producer-Kiran-Rao/articleshow/7332065.cms|accessdate=21 January 2011}}</ref><ref>{{Cite web}}</ref> ସେ ବର୍ତମାନ କଲିକତା ସହର ଉପରେ ପରଜ୍ଯବେଶିତ ଏକ କାହାଣୀ ରେକାହାଣୀରେ ଫିଲ୍ମ ନିର୍ମାଣ କରୁଛନ୍ତି । .
 
୨୦୧୫ ମସିହା ମୁମ୍ବାଇ ଫିଲ୍ମ ଫେସ୍ତିଭାଲ ରେଫେସ୍ତିଭାଲରେ ସେ ଚେୟାରମେନ ଥିଲେ । .<ref>{{Cite news|date=2015-06-30|newspaper=The Indian Express|work=The Indian Express|title=Hope to make space for indie film distribution at MAMI: Kiran Rao|url=http://indianexpress.com/article/entertainment/bollywood/hope-to-make-space-for-indie-film-distribution-at-mami-kiran-rao/|accessdate=2016-12-19|access-date=2016-12-19}}</ref>
 
== ବ୍ୟକ୍ତିଗତ ଜୀବନୀ ==
୨୦୦୫ ମସିହା ରେମସିହାରେ ସେ ଅଭିନେତା ଆମିର ଖାନ ଙ୍କୁ ବିବାହ କରିଥିଲେ । ଆମିର ତାଙ୍କ ପ୍ରଥମ ପତ୍ନୀ ଋନା ଦତ୍ତ ଙ୍କ ଠାରୁ ଛାଡପତ୍ର ଦେଇ ରହୁଥିଲେ । ବର୍ତମାନ କିରଣ ଆମିର ଙ୍କ ସହ ମୁମ୍ବାଇର ବାନ୍ଦ୍ରା  ଆଞ୍ଚଳ ରେଆଞ୍ଚଳରେ ରହନ୍ତି ।  .<ref>{{cite web|url=http://www.expressindia.com/fullstory.php?newsid=60745|title=Grand reception for Aamir Khan-Kiran Rao wedding}}</ref> ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । .<ref>{{cite web|url=http://www.hindustantimes.com/Entertainment/Tabloid/Baby-boy-for-Aamir-Khan-Kiran-Rao/Article1-778024.aspx|title=Baby boy for Aamir Khan, Kiran Rao}}</ref>  <ref>{{cite news|url=http://articles.timesofindia.indiatimes.com/2013-08-14/news-interviews/41376061_1_aamir-khan-kiran-rao-motherhood|work=The Times Of India|title=Aamir made me open to different points of view: Kiran Rao - The Times of India}}</ref>
 
== ଫିଲ୍ମୋଗ୍ରାଫି ==
"https://or.wikipedia.org/wiki/କିରଣ_ରାଓ"ରୁ ଅଣାଯାଇଅଛି