"ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେ Bot: Automated text replacement (- ରେ +ରେ )
୬ କ ଧାଡ଼ି:
<!--[[Image:Udaygiri2.jpg|thumb|ଉଦୟଗିରି]]-->
 
'''ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା''' ଅଧା ପ୍ରକୃତିକ ଓ ଅଧା ମଣିଷ ଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା [[ଓଡ଼ିଶା]]ର [[ଭୁବନେଶ୍ଵର]] ଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ [[ଖଣ୍ଡଗିରି]]ରେ ରହିଛି ଯାହା [[ହାତୀଗୁମ୍ଫାର ଶିଳାଲେଖ]]ରେ '''କୁମାରୀ ପର୍ବତ''' ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରି ରେ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରି ରେଉଦୟଗିରିରେ ୧୮ ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
 
== ଇତିହାସ ==
 
ଏହି ସ୍ଥାନ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । [[ଜୈନ]] ବିବରଣୀ ରୁ ଜାଣିବାକୁ ମିଳେ, ଏହି ସ୍ଥାନ ରେସ୍ଥାନରେ [[ମହାବୀର ଜୈନ]] ତାଙ୍କର ଧର୍ମପ୍ରଚାର କରିଥିଲେ । ସମ୍ରାଟ [[ଖାରବେଳଙ୍କ]] ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ଏହି ସ୍ଥାନ ରେସ୍ଥାନରେ ଅଛି, ଯାହା ପ୍ରାଚୀନ ଓଡ଼ିଶା ସମ୍ପର୍କ ରେସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉପାଦାନ । ଏଠାରେ ଏବେ ମଧ୍ୟ ଜୈନ ସମ୍ପ୍ରଦାୟର ସାଧୁ ମାଁନଙ୍କୁ ଦେଖିବାକୁ ମିଳେ ।
 
୭୫ କ ଧାଡ଼ି:
ଫାଇଲ:Khandagiri caves2.jpg|ଉଦୟଗିରିରେ ଥିବା ପୁରାତନ ଲେଖା
ଫାଇଲ:Udayagiri caves.jpg|ଖଣ୍ଡଗିରି
ଫାଇଲ:Udayagiri caves3.jpg|ଖଣ୍ଡଗିରି ରେଖଣ୍ଡଗିରିରେ ଥିବ ଏକ ସ୍ତମ୍ଭ
ଫାଇଲ:Khandagiri caves4.jpg|ଉଦୟଗିରି
</gallery>