"ରାମନାଥସ୍ୱାମୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Bot: Automated text replacement (- ର +ର )
୫୩ କ ଧାଡ଼ି:
== ପୂଜାବିଧି ==
==ରାମେଶ୍ଵରମ(ରାମନାଥସ୍ଵାମୀ)ମନ୍ଦିର==
ତାମିଲନାଡୁର ରାମନାଥପୁରମ ଜିଲ୍ଲା ଅନ୍ତର୍ଗତ ପମ୍ବନ ଦ୍ଵୀପାଞ୍ଚଳସ୍ଥିତ ରାମେଶ୍ଵରମ ଏକ ପବିତ୍ର ସହର।ଏହି ସହର ଭାରତର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହୋଇଆସୁଛି।ଏଠାରେ ପ୍ରସିଦ୍ଧ ରାମନାଥସ୍ଵାମୀ ମନ୍ଦିର ଅବସ୍ଥିତ।ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରେ ରାମେଶ୍ଵରମ ରରାମେଶ୍ଵରମର ସ୍ଥାନ ସ୍ୱତନ୍ତ୍ର।ଏଠାରେ ରହିଛି ଏକ ବୃହଦାକର ଜ୍ୟୋତିର୍ଲିଙ୍ଗ।ରାମେଶ୍ଵରମ୍ କୁ ଦକ୍ଷିଣ ଭାରତର ବନାରସ ବୋଲି କୁହାଯାଏ।
ସହରଟିର ନାମ ଅନୁସାରେ ପମ୍ବର ଦ୍ଵିପଞ୍ଚଳର ନାମ ହୋଇଛି ରାମେଶ୍ଵରମ୍ ଦ୍ବୀପ।ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯେଉଁ ସମୁଦ୍ର ରହିଛି ତାହା ଉପରେ ସେତୁ ଥିବାରୁ ଏହାର ନାମକରଣ ହୋଇଛି ସେତୁସମୁଦ୍ରମ।ରାମେଶ୍ଵରମ ଅଭ୍ୟନ୍ତରରେ ଏବଂ ବାହାରେ ରହିଛି 64ଟି ପବିତ୍ର ଜଳାଶୟ। ପୁରାଣ ଅନୁସାରେ ଏଗୁଡିକ ମଧ୍ୟରୁ 24ଟିର ମହିମା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।ଏହିସବୁ ଜଳାଶୟ ରଜଳାଶୟର ଜଳର ସ୍ୱାଦ ଭିର୍ନ୍ନଭିନ୍ନ। ଏବଂ ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ,ସେତୁକରାଇ,ରାମେଶ୍ଵରମ ବେଳାଭୂମି,ପମ୍ବନ ରେଳ ସେତୁ,ଧନୁଷକୋଡ଼ି,ଅଗ୍ନିତୀର୍ଥ,ଏରୱାଡ଼ି ପର୍ଯ୍ୟଟକ ଙ୍କ ଆକର୍ଷଣର କେନ୍ଦ୍ରବିଦୁ ପାଲଟିଥାଏ।
 
== ବାହାର ତଥ୍ୟ ==