"ଭାରତର ପ୍ରଧାନମନ୍ତ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା)
ଟିକେ Bot: Automated text replacement (- ର +ର )
୪୦ କ ଧାଡ଼ି:
ପ୍ରଧାନମନ୍ତ୍ରୀ ବାସ୍ତବରେ ହେଉଛନ୍ତି ଅଖଣ୍ଡ କ୍ଷମତାର ଅଧିକାରୀ । ତାଙ୍କ ନିର୍ଦ୍ଦେଶରେ ଆମ ଦେଶରେ ଶାସନ ଚାଲେ । ତାଙ୍କୁ ସୌର ଜଗତର ସୂର୍ଯ୍ୟଙ୍କ ସହିତ ତୁଳନା କରାଯାଇପାରେ । ତେବେ ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦା ତାଙ୍କ ବ୍ୟକ୍ତିତ୍ଵ ଉପରେ ନିର୍ଭର କରେ । ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ତ୍ଵ ସଂପନ୍ନ ପ୍ରଧାନମନ୍ତ୍ରୀ ନିଜ ପଦବୀକୁ ଅଧିକ ବଳିଷ୍ଠ କରିଥାନ୍ତି । ଉପଯୁକ୍ତ ଦୂରଦୃଷ୍ଟି ଥିବା ପ୍ରଧାନମନ୍ତ୍ରୀ ନିଜ କ୍ଷମତା ବଳରେ ଦେଶରେ ସୁଶାସନ ପ୍ରତିଷ୍ଠା କରିପାରନ୍ତି ।
 
ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମନ୍ତ୍ରୀପରିଷଦର ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭବ । ତେବେ ଦଳୀୟ ସମର୍ଥନ ଓ ନେତୃତ୍ଵ, ସାମ୍ବିଧାନିକ ବିଚାରଧାରା, ପ୍ରଶାସନିକ ରଣକୌଶଳ ଦେଶର ସାମ୍ପ୍ରତିକ ରାଜନୈତିକ, ଅର୍ଥନୈତିକ ତଥା ସାମ୍ବିଧାନିକ ପରିସ୍ଥିତି, ନିଜର ପ୍ରଜ୍ଞା ତଥା ପ୍ରାକ-ଅଭିଜ୍ଞତା ଇତ୍ୟାଦି କାରଣରୁ ଜଣେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀଙ୍କର ସଫଳତା ଓ ବିଫଳତା ଆକଳନ କରାଯାଏ । ସଂପ୍ରତି ଭାରତରେ '''ପ୍ରଧାନମନ୍ତ୍ରୀୟ ସରକାର''' ର ପ୍ରାଧାନ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି ।
== କେନ୍ଦ୍ର ମନ୍ତ୍ରୀମଣ୍ଡଳ ==
=== ଭୂମିକା ===