"ଜାତୀୟ ରାଜପଥ ୧୬ ( ଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
[[ଫାଇଲ:Rps20160709_141628.jpg|thumb]]
'''ଜାତୀୟ ରାଜପଥ ୧୬ (NH 16) ''', (ପୂର୍ବ ନାମ NH-୫ ), ଭାରତ ରଭାରତର ଏକ ମୁଖ୍ୟ ରାଜପଥ । ଏହା ଭରତ ରଭରତର ପୂର୍ବ ତଟବର୍ତୀ ରାଜ୍ୟ ସମୂହ ପଶ୍ଚିମ ବଙ୍ଗ , ଓଡ଼ିଶା , ଆନ୍ଧ୍ର ପ୍ରଦେଶ , ତେଲେଙ୍ଗନା ଓ ତାମିଲନାଡୁ ଦେଇ ଯାଇଛି । ପରେ ଏହା ପୁନଃ ନାମିତ ହେଇଥିବା ରାଜପଥ , କଲିକତା ଠାରେ ଜାତୀୟ ରାଜପଥ -୧୯ ସଙ୍ଗେ ମଧ୍ୟ ମିଳିତ ହେଇଥାଏ । ଏହା ଦକ୍ଷିଣ ଭାରତ ରଭାରତର ଚେନ୍ନଇ ଠାରେ ଶେଷ ହୁଏ । ଏହା ଭାରତ ସରକାର ଙ୍କ ରାଜପଥ ଉନ୍ନୟନ ପାଇଁ କରା ଯାଇଥିବା 'ସୁବର୍ଣ ଚତୁର୍ଷ୍କୋଣ' ପ୍ରକଳ୍ପ ରପ୍ରକଳ୍ପର ଅନ୍ତର୍ଭୁକ୍ତ । <ref name="renumber">{{Cite web}}</ref><ref name="length">{{Cite web}}</ref>
National Highway 16 marker National Highway 16
 
୬ କ ଧାଡ଼ି:
 
== ପଥ ==
ଏହି ରାଜପଥ ପୂର୍ବ, ଓ ଦକ୍ଷିଣ ଭାରତ ରଭାରତର ଅନେକ ମୁଖ୍ୟ ସହର , ବାଣିଜ୍ୟ କେନ୍ଦ୍ର , ଶିଳ୍ପାଞ୍ଚଳ ଦେଇ ଯାଇଛି । ଏହା କଟକ , ଭୁବନେଶ୍ବର , ଭଦ୍ରଖ , ବାଲେଶ୍ଵର , ବାରିପଦା ଦେଇ ଗଲା ପରେ ଝାଡପୋଖରିଆ ଠାରେ ଜାତୀୟ ରାଜପଥ NH-୬ ସହ ମିଳିତ ହୁଏ। ତତ୍ ପରେ ଏହା ଆନ୍ଧ୍ର ପ୍ରଦେଶ ରପ୍ରଦେଶର ଶ୍ରୀକାକୁଲମ , ବିଶାଖାପାଟନା , ରାଜାମୁଣ୍ଡି , ଏକୁରୁ ,ବିଜୟୱାଡା , ଗୁନ୍ଟୂର , ଓ ତାମିଲନାଡୁ ରତାମିଲନାଡୁର ନେଲୋର ଦେଇ ଚେନ୍ନଇ ରେ ପ୍ରବେଶ କରେ ।   
 
NH - ୧୬ ର୧୬ର ସମୁଦାଯ ଦୈର୍ଘ୍ୟ ୧,୫୩୩ କିଲୋମିଟର । 
 
ଭିନ୍ନ ରାଜ୍ୟ ରେ ଏହାର ଦୈର୍ଘ୍ୟ :<ref name="lengthNHAI">{{Cite web}}</ref>