"କେଦାରନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୬୬ କ ଧାଡ଼ି:
କେଦାରନାଥ ଉତ୍ତରାଖଣ୍ତ ରାଜ୍ୟର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ ।
==ଇତିହାସ==
ଏହି ମନ୍ଦିର ପାଣ୍ତବ ମାନଙ୍କଦ୍ୱାରା ତିଆରି କରାଯାଇଥିଲା ଏବଂ ଆଦି ଶଙ୍କରାଚାର୍ଯ୍ୟ ଏହାର ରଚୟିତା ଥିଲେ । ଏଠାରେ ଶିବ ଗୋଟିଏ ଅଧା ଷଣ୍ଢ ରୂପରେ ପୂଜା ପାଅନ୍ତି । କେବଳ ଷଣ୍ଢର ଦେ‌ହ ଏଠାରେ ଅବସ୍ଥିତ ଥିଲାବେଳେ ମୁଣ୍ତ ଭାଗଟି ନେପାଳର ଭକତପୁର ରଭକତପୁରର ଡୋଲେଶ୍ୱର ମହାଦେବ ମନ୍ଦିରରେ ପୂଜା ପାଆନ୍ତି ।
 
ଯେତେବେଳେ ପାଣ୍ତବମାନେ ମହାଭାରତ ଯୁଦ୍ଧ ଜିତି ସାରି ଶିବଙ୍କ ପାଖକୁ ଏତେ ଲୋକଙ୍କୁ ମାରିବା ପାପରୁ ପ୍ରାୟଶ୍ଚିତ କରିବା ସକାଶେ କାଶୀ ଯାଇଥିଲେ ସେତେବେଳେ ଶିବ ସେମାନଙ୍କୁ ଦେଖି ଲୁଚିଯାଇଥିଲେ । ପାଣ୍ତବମାନେ ଶିବଙ୍କୁ ଖୋଜି ଖୋଜି କାଶୀ ରୁ କେଦାରନାଥ ଆସିବା ସମୟରେ ନ‌କୁଳ ଓ ସ‌ହଦେବଙ୍କୁ ଗୋଟିଏ ବିଚିତ୍ର ଷଣ୍ଢ ଦେଖାଯାଇଥିଲା । ସେତିକିବେଳେ ଅର୍ଜୁନ ନିଜ ଧନୁରେ ସେହି ଷଣ୍ଢକୁ ଆକ୍ଷେପ କରିଥିବା ବେଳେ ସେହି ଷଣ୍ଢର ମୁଣ୍ତଟି ଯାଇ ନେପାଳରେ ପଡ଼ିଥିଲା ଏବଂ ଦେହଟି କେଦାରନାଥରେ ରହିଥିଲା ।
"https://or.wikipedia.org/wiki/କେଦାରନାଥ"ରୁ ଅଣାଯାଇଅଛି