"ଆଡାମ ଗିଲଖ୍ରୀଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing Adam_gilchrist_mcg_v_india.ogg with File:Adam_gilchrist_mcg_v_india.ogv (by CommonsDelinker because: File renamed: Wrong extension (img_media_type=VIDEO/ogv)).
ଟିକେ Bot: Automated text replacement (- ର +ର )
୧୦୪ କ ଧାଡ଼ି:
 
 
'''ଆଦାମ କ୍ରେଗ ଗିଲଖ୍ରୀଷ୍ଟ''' ବିଶ୍ଵ ରବିଶ୍ଵର ଅନ୍ନ୍ୟତମ ସର୍ବକାଳିନ ଶ୍ରେଷ୍ଠ ୱିକେଟ କିପର-ବେଟସ ମେନ ରମେନର ମାନ୍ୟତା ପାଇ ଆସୁଛନ୍ତି । ଗିଲ୍ଲୀ ବା ଚର୍ଚି ନାମରେ ମଧ୍ୟ ଜଣା ଶୁଣା ଗିଲଖ୍ରୀଷ୍ଟ ଅଷ୍ଟ୍ରେଲିଆ ରଅଷ୍ଟ୍ରେଲିଆର ଜଣେ କ୍ରିକେଟର । ସେ ଜଣେ ବିସ୍ଫୋରକ ବେଟସମେନ ହେଇଥିବା ସହ ଏକଦା ଏକଦିବସୀୟ ରେ ବିଶ୍ବରେ ସର୍ବାଧିକ କେଚ ନେଇଥିବା ୱିକେଟ କିପର ମଧ୍ୟ । ସେ ପ୍ରଥମ କ୍ରିକେଟ ଖେଳାଳି ଭାବେ ଟେଷ୍ଟ କ୍ରିକେଟ ରେ ୧୦୦ ଟି ଛକା ମାରିଥିବାର ଗୌରବ ରଗୌରବର ଅଧିକାରୀ । ଟେଷ୍ଟ ରେ ତାଙ୍କର ୧୭ ଟି ଆଉ ଏକଦିବସୀୟ ରେ ୧୬ ଟି ଶତକ ଅଛି । କେବଳ ଶ୍ରୀଲଙ୍କା ରଶ୍ରୀଲଙ୍କାର ୱିକେଟ କିପର ସଙ୍ଗାକାରା ତାଙ୍କଠୁ ବେଶୀ ଶତକ ଓ ରନ କରିଛନ୍ତି , ଜଣେ ୱିକେଟ କିପର ହିସାବ ରେ । କ୍ରମାଗତ ୩ ଟି ବିଶ୍ଵ କପ ଫାଇନାଲ ( ୧୯୯୯, ୨୦୦୩ ଓ ୨୦୦୭ ) ରେ ସେ ୫୦ ରୁ ବେସୀ ରନକରିବାର ବିରଳ କୃତି ହାସଲ କରିଥିଲେ ।
 
  ୨୦୦୭ ବିଶ୍ଵ କପ ଫାଇନାଲ ରେ ଶ୍ରୀଲଙ୍କା ବିରୁଦ୍ଧ ରେ କରିଥିବା ୧୪୯ ରନ ଯାହା ମାତ୍ର ୧୦୪ ବଳ ରେ କରିଥିଲେ , ତାହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହା ଯାଏ । IPL ରେ ମଧ୍ୟ ଗିଲଖ୍ରୀଷ୍ଟ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଖେଳାଳି ଭାବେ ୧୦୦୦ ରନ ପୂରଣ କରିଥିଲେ ।
୧୬୫ କ ଧାଡ଼ି:
 
== ଦୃଷ୍ଟାନ୍ତ ମୂଳକ ବ୍ୟବହାର ==
ଏହି ଯୁଗ ରେ ଗିଲଖ୍ରୀଷ୍ଟ ଙ୍କ ପରି ନିୟମବାଦୀ ଖେଳାଳି ମିଳିନା ବିରଳ । ସେ କେବେହେଲେ ଆମ୍ପୟର ଙ୍କ ନିସ୍ପତି ରନିସ୍ପତିର ବିରୋଧ କରନ୍ତିନୀ । ଯଦି ନିଜେ ଜାଣିବେ ଆଉଟ  ବୋଲି ସେ ନିର୍ଦେଶ କୁ ଅପେଛ୍ଯା ନା କରି ଚାଲି ଆସନ୍ତି । ପଡିଆ ବା ବାହାରେ ତାଙ୍କ ବ୍ୟବହାର ଖୁବ ମାର୍ଜିତ ।  
 
== ରାଜନୀତି , ଜନସେବା ଓ ସମ୍ବାଦିକତା ==
୧୭୨ କ ଧାଡ଼ି:
 
=== ପୁରସ୍କାର ସମୂହ  ===
ICC ହଲ ଓଫ ଫେମ ସମେତ ବହୁତ ପୁରସ୍କାର ପାଇଛନ୍ତି ଆଦାମ ଗିଲଖ୍ରୀଷ୍ଟ । ଅଷ୍ଟ୍ରେଲିଆ ରଅଷ୍ଟ୍ରେଲିଆର ପ୍ରାୟ ସବୁ ସମ୍ମାନ ଜଣକ ପୁରସ୍କାର ତାଙ୍କୁ ମିଳି ସାରିଛି । ଦିଅ ଯାଇଥିବା ସାରଣୀ ରୁ ତାଙ୍କର ଚମତ୍କାର ପ୍ରଦର୍ଶନ ରପ୍ରଦର୍ଶନର ପୂର୍ଣ ଚିତ୍ର ମିଳିପାରିବ ।  
{| class="wikitable" style="width:60%; margin:1em auto 1em auto; text-align:right;"
! colspan="4" | Batting<ref>{{Cite web}}</ref>