"ଆରବ ସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox lake |name= ଆରବ ସାଗର |image= |caption= |image_bathymetry=Arabian Sea map.png |caption_bathymetry=..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୨୭ କ ଧାଡ଼ି:
}}
 
'''ଆରବ ସାଗର''', [[ଭାରତ ମହାସାଗର]]ର ଉତ୍ତର ଭାଗର ଏକ ଅଂଶ, ଯାହାକି ଉତ୍ତରରେ [[ପାକିସ୍ତାନ]] ଓ [[ଇରାନ]], ପଶ୍ଚିମରେ ଉତ୍ତର-ପୂର୍ବ [[ସୋମାଲିଆ]] ଓ [[ଆରବ ଦ୍ୱୀପ]] ଏବଂ ପୂର୍ବରେ [[ଭାରତ]] ଦ୍ୱାରା ଘେରି ହୋଇ ରହିଛି । ଏହି ସମୁଦ୍ରଟିର ଐତିହାସିକ ନାମକରଣ ଅନୁସାରେ '''ଇରିଟ୍ରିଆନ୍ ସାଗର''' ଏବଂ '''ଫାରସୀ ସାଗର''' ନାମରେ ନାମିତ ହୋଇଛି । ଏହି ସାଗରଟିର ସମୁଦାୟ କ୍ଷେତ୍ରଫଳ {{convert|3862000|km2|sqmi|-3|abbr=on}} ଏବଂ ସର୍ବାଧିକ ଗଭୀରତା {{convert|4652|m|ft|0}} । ଦକ୍ଷିଣ-ପଶ୍ଚିମ ଦିଗରେ ଆଡେନ୍ ଉପସାଗର, ଆରବ ସାଗର ଦେଇ ଲାଲ ସମୁଦ୍ର ସ‌ହିତ ଯୋଡ଼ି ହୋଇଛି ।
 
[[ମୁମ୍ବାଇ]]ର ''ଜବାହାରଲାଲ ନେହେରୁ ବନ୍ଦର'', ''କରାଚି ବନ୍ଦର'' ଓ [[ପାକିସ୍ତାନ]]ର ''ଗ୍ୱାଦାର ବନ୍ଦର'' ଏବଂ [[ଓମାନ]]ର ''ସାଲାଲା ବନ୍ଦର'' ଭଳି ପ୍ରମୁଖ ସାମୁଦ୍ରିକ ବନ୍ଦରମାନ ଆରବ ସାଗର ଅନ୍ତର୍ଭୁକ୍ତ । ଆରବ ସାଗରରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଜରୁରୀ ବନ୍ଦର ହେଲା, ''କାଣ୍ଡଲା ବନ୍ଦର'' ଏବଂ [[ଗୋଆ]]ର ''ମୋର୍‌ମୁଗାଓ'' ବନ୍ଦର । ଆରବ ସାଗର ମଧ୍ୟରେ ଥିବା ପ୍ରମୁଖ ଦ୍ୱୀପମାନ ହେଲେ, ୟେମେନର ''ସୋକୋତ୍ରା'', ଓମାନର ''ମାସିରାଃ ଦ୍ୱୀପ'', ପାକିସ୍ତାନର ''ଅସ୍ତଳ ଦ୍ୱୀପ'' ଏବଂ ଭାରତର ଆନ୍ଦ୍ରୋତ୍ତ ।
"https://or.wikipedia.org/wiki/ଆରବ_ସାଗର"ରୁ ଅଣାଯାଇଅଛି